Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ବରୀ ବ୍ଲକ ଅନ୍ତର୍ଗତ ମାଳଦା ଛକରେ ଦୁର୍ଘଟଣା ।

1440 0

ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ମାଳଦା ଛକରେ ଦୁର୍ଘଟଣା । ବରୀ ରୁ ସାହେବ ନାମକ ଏକ ଘରୋଇ ବସ୍ ଦୃତଗତିରେ ଯାଉଥିବା ସମୟରେ ମାଳଦା ଛକରେ ଏକ ବାଇକ୍ଆରୋହୀ କୁ ଧକ୍କାଦେବାରୁ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ରାସ୍ତା କଢ଼ ରେ ପଡ଼ିଥିଲେ ।

ସେଠାରେ ଥିବା ସ୍ଥାନୀୟ ଲୋକେ ଅାମ୍ବୁଲାସ ଯୋଗେ ଗୁରୁତର ବାଇକ୍ ଆରୋହୀ ଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ।ସାହେବ ନାମକ ବସ ଟି ଧକ୍କା କରିଥିବା ଦେଖଣାହାରୀ କହିଛନ୍ତି । ଆପର ପକ୍ଷରେ ବରୀ ଥାନାରେ ସାହେବ ନାମକ ବସ ଟି ଆତ୍ମସମର୍ପଣ କରିଥିବା ଜଣାପଡିଛି ।

Facebook Notice for EU! You need to login to view and post FB Comments!

Related Post

ଟିଟିଲାଗଡ ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ସେନା ପକ୍ଷରୁ ମହାସମାରୋହରେ “ପର୍ଶୁରାମ ଜୟନ୍ତୀ” ପାଳିତ

Posted by - May 4, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏବଂ ମହାବୀର…

ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପାଳିତ

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପ୍ରଦ୍ୟୁମ୍ନବଳ ସ୍ମୃତି ସଂସଦ ପକ୍ଷରୁ ଯାଜପୁର ଟାଉନରେ ପାଳିତ ହୋଇଯାଇଛି ,ସ୍ମୃତି ସଂସଦର ସଭାପତି ଶିଶିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ପିିସ ଫାଉଣ୍ଡେସନର ଅଧ୍ୟକ୍ଷ ଡା ରାଜକିଶୋର ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ତାଙ୍କର ନିର୍ଭିକ ସାମ୍ବାଦିକତା କୁ ଆଜିର ପିଢ଼ି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ ।   Facebook Notice for EU! You need to login to view and post FB Comments!

କୋରୋନା ସଂକ୍ରମଣକୁ ରୋକିବା ଆଜି ସାରା ଯାଜପୁରରେ ଜନତା କର୍ପୁଂ୍ୟ,୭ ଦିନ ପର୍ଯ୍ୟନ୍ତ ଲକଡାଉନ

Posted by - March 22, 2020 296
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ଆଜି ସାରା ଦେଶରେ ଜନତା କର୍ପୁଂ୍ୟର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ରାଜ୍ୟ ସରକାର…

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ

Posted by - September 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୂଜନପୁର, ଏରଡା, ହସନପୁର ଠାରେ ପ୍ରତିଜ୍ଞା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଘର ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରି ବ୍ଲକରେ ୮ଟି ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେବି ଏରଡା ଠାରେ ବହୁ ଲୋକେ ଜଳବନ୍ଦି ଅଛନ୍ତି । ସମ୍ପାଦକ ସୁଶିଲ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଖାଦ୍ୟ ବଂଟନ କାର‌୍ୟ୍ୟରେ ଫାଉଣ୍ଡେସନର ବିଭିନ୍ନ କର୍ମୀ ମାନେ ସହଯୋଗ କରିଥିଲେ । ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । Facebook Notice for EU! You need to login to view and post FB Comments!

ସାଇକେଲ ସହ ବାଇକ୍ ମୁହାଁମୁହିଁ ଧକ୍ଳା, ୩ଗୁରୁତର

Posted by - July 16, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା  ଛତ୍ରଙ୍ଗ-କୁଶଙ୍ଗ ରାସ୍ତାର ଅଯୋଧ୍ୟା ନିକଟରେ ସାଇକେଲ ଓ ଏକ ବାଇକ୍ ମୁହାଁମୁହିଁ ଧକ୍ଳାରେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି…

Leave a comment

Your email address will not be published.