ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ଗତ କାଲି ବୌଦ୍ଧ ଥାନା ଅନ୍ତର୍ଗତ ରାମଗଡ଼ ଗ୍ରାମ ର ସନତ ନାୟକ ଏକ ଦୁଇ ଚକିଆ ଗାଡ଼ିରେ ୪ କେଜି ଗଂଜେଇ ନେଇ ଧଳପୁର ବ୍ରିଜ ଦେଇ ଆଠମଲ୍ଲିକ ଯାଉଥିବା ସମୟ ରେ ହରଭଙ୍ଗା ପୋଲିସ ଦ୍ୱାରା ଧରାପଡ଼ିଥିଲେ।ପୋଲିସ ଆସାମୀ କୁ ଗିରଫ କରି ଜେ ଏମ ଏଫ ସି କୋର୍ଟ ଚାରିଛକ କୁ ଚାଲାଣ କରିଥିବା ସୂଚନା ମିଳିଛି।