ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତୃବିୟୋଗ

ବୌଦ୍ଧ ୪/୪(ଚିତ୍ତ ରଞ୍ଜନ ସିଂ ):- ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ( ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗୌରୀ ଶଙ୍କର ଅମାତ…

ନିଆଁ ଲାଗି ଦୁଇ ବଖରା ଘର ଭସ୍ମିଭୂତ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ପାତିକାର ପଡା (ବେତ୍ରା ସାହି) ରେ ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ…

ପୁଣି ଥରେ ଉଦାହରଣ ସାଜିଲେ କିନ୍ନର

ନବରଙ୍ଗପୁର :  (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବସ ଷ୍ଟାଣ୍ଡ ନିକଟ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପଡିଥିବା ବ୍ୟକ୍ତିକୁ କେହି ସାହାଯ୍ୟ କରିବା ପାଇଁ ଆଗେଇ ନ ଆସିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକି ଏବଂ…