ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ

ଭୁବନେଶ୍ୱର: ତା ୦୮.୦୪ (କିଶୋର ଦ୍ବିବେଦୀ )ଯୁବ ସମାଜସେବୀ ଏବଂ ପ୍ରତିଭାବାନ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମର ମୂଳବାସିନ୍ଦା ଶ୍ରୀ ଦାଶ, ରଣପୁର ଆସନରୁ…

ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗରେ ଧର୍ମଗଡ ବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ଧର୍ମଗଡ଼:୧୦/୪/୨୪ ( ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର MCH ସମ୍ମୁଖରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିକରି ଆଜି ଧର୍ମଗଡବାସୀ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧର୍ମଗଡ…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ

( ସଞ୍ଜମ ପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ଏଡ଼ସ ନିରାକରଣ ସମ୍ଭବ ) ଧର୍ମଗଡ଼, ତା ୧୦.୪.୨୦୨୪: (ହେମନ୍ତ କୁମାର ମାଝୀ)ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ…

ବିଜେପି ର କର୍ମୀ ସମ୍ବିଳନୀ ଅନୁଷ୍ଠିତ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ଠାରେ ୯ ନଂ ଜିଲ୍ଲା ପରିଷଦ ଜୋନର କର୍ମୀ ମାନଙ୍କୁ ନେଇ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜୋନ ର ସଭାପତି ଙ୍କ ନେତୃତ୍ୱରେ…

ଘଡ଼ିଆଳ କୁମ୍ଭୀର ସୁରକ୍ଷା ପାଇଁ ମହାନଦୀରେ ଗବେଷଣା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଓଡିଶା ର ସର୍ବ ବୃହତ ଦୀର୍ଘତମ ନଦୀ ମହାନଦୀ ଦୀର୍ଘ ପ୍ରାୟ 110 କିଲୋମିଟର ପ୍ରବାହିତ ହେଉଥିବା ବେଳେ ଜଳଚର ପ୍ରାଣୀ ଅସୁରକ୍ଷିତ ରହୁଛନ୍ତି l ବିଶେସକରି ମାଛ ମାରିବା ପାଇଁ ଅବାଧ୍ୟ ଦିନମାଇଣ୍ଟ…

ବାଇକ କୁ ପଛପଟୁ ଧକ୍କା ଦେଲା ଲକ୍ଷ୍ମୀ ବସ ଜଣେ ମୃତ, ଜଣେ ଗୁରୁତର ଘଟଣା ସ୍ଥଳ ରେ ଉତେଜନା

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ମଙ୍ଗଳ ବାର ସକାଳୁ ସକାଳୁ ଘଟିଛି ଏକ ଦୁର୍ଘଟଣା l ଦୁର୍ଘଟଣା ରେ ଜଣେ ମୃତ ଥିବା ବେଳେ ଅନ୍ୟଜଣେ ଗୁରୁତର l ଘଟଣା ସ୍ଥଳରେ ଉତେଜନା ଦେଖା…

ମାଁ ଵାମିଣୀ ମୁଣ୍ଡା ଦେବୀଙ୍କ ଯାତ୍ରା ଅନୁଷ୍ଠିତ

ବିଷମକଟକ/ମୁନିଗୁଡା :  (ସ୍ଵାତୀ ଦାସ/ରମାକାନ୍ତ ପୋଡାଲ ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ଶକଟା ଡେମ୍ ନିକଟସ୍ଥ ଥିଵା ମାଁ ଵାମିଣୀ ମୁଣ୍ଡା ଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପୁରଷ ଅମଳ ରୁ ଵା…

ନବରଙ୍ଗପୁର ଜିଲ୍ଲା ରେ ସିଆରପିଏଫ ପକ୍ଷରୁ ଶୋର୍ଯ୍ୟ ଦିବସ ପାଳିତ

ନବରଙ୍ଗପୁର ;  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲରେ ଅବସ୍ଥାପିତ ସିଆରପିଏଫ ବାଟାଲିୟନ ପକ୍ଷରୁ ଆଜି ଶୋର୍ଯ୍ୟ ଦିବସ ପାଳନ କରାଯାଇଛି। ସିଆରପିଏଫ ଯବାନ ଙ୍କ ଅସୀମ ଶୋର୍ଯ୍ୟ ଓ ବୀରତ୍ୱର ସ୍ମୃତିକୁ ଜୀବନ୍ତ ରଖିବା ସହ ସେମାନଙ୍କ ଚରମ ବଳିଦାନ…