ସୀମାନ୍ତ ବିଷୁବ ସାହିତ୍ୟ ଆସର

ନବରଙ୍ଗପୁର ୧୪ /୦୪ ( ବେଣୁ ଗୋପାଳ ରାଓ)ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସୀମାନ୍ତ ପରିବାର, ନବରଙ୍ଗପୁର ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି… ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ କ୍ରାନ୍ତିକାରୀ ଭୁଦାନ ଆନ୍ଦୋଳନର…

ବୌଦ୍ଧ -ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟି ରେ ବସ ଓ ଟ୍ରକ ଧକ୍କା,୨୦ ରୁ ଉର୍ଦ୍ଧ ଆହତ, ୨ ଦୁଇ ଗୁରୁତର

ବୌଦ୍ଧ ରୁ ଫୁଲବାଣୀ ଯାଉଥିଲା ଖମ୍ବେଶ୍ବରୀ ବସ ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୧୫୭   ନମ୍ବର ଜାତୀୟ ରାଜପଥ ବୌଦ୍ଧ -ଫୁଲବାଣୀ ସୀମାନ୍ତ ରାଣୀ ପଥର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପରମ୍ପରା ଓ ବିଶ୍ଵାସ ର ଅନ୍ୟ ନାମ ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା

ଧର୍ମଗଡ:୧୪/୪(ହେମନ୍ତ କୁମାର ମାଝୀ)ଧର୍ମଗଡ ର ଅଧିଷ୍ଠାତ୍ରୀଦେବୀ ମା ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ଆଜି ଶନିବାର ଆରମ୍ଭ ହୋଇ ଯାଇଛି । ଆସନ୍ତା ମଙ୍ଗଳବାର ଦିନ ଏହା ସମ୍ପନ୍ନ ହେବ । ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆଜି ସକାଳୁ…

ଗୋଟିଏ ଛକ ରେ ବସ୍ ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କୁ ନେଇ ଜନ ଅସନ୍ତୋଷ

(ସନ୍ଦେହ ରେ ବିଭାଗୀୟ ଯନ୍ତ୍ରୀ ଙ୍କ କାର୍ଯ୍ୟ ) କେସିଙ୍ଗା ; (ପ୍ରୀତେଶ ପଟେଲ)ନିର୍ବାଚନ ଆସିଲେ ରାଜ୍ୟ ୨୫ ବର୍ଷ ର ସରକାର ନୂଆ ନୂଆ ଯୋଜନା ନେଇ ଲୋକଙ୍କ ପାଖକୁ ଯାଇଥାନ୍ତି ।ଆଗରୁ ବିଜୁ ଯୁବ ବାହିନୀ ,ପିଠା ଓ…

ହରଭଙ୍ଗା ବ୍ଲକ ରେ ମେରୁ ଯାତ୍ରା ପାଳିତ ,ବହୁ ଭକ୍ତଙ୍କ ସମାଗମ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ଆଜି ହେଉଛି ମହା ବିଷୁବ ସଂକ୍ରାତି ବା ପଣା ସଂକ୍ରାତି l ଏହି ଦିନ ହିନ୍ଦୁ ଶାସ୍ତ୍ର ପାଞ୍ଜି ଅନୁଯାଇ ନୂତନ ବର୍ଷ ର ଶୁଭାରମ୍ଭ ହୋଇଥିବା ବେଳେ ବିଷୁବ ସଂକ୍ରାତି ପାଇଁ ଗାଁ ଗଣ୍ଡା ଉତ୍ସବ ମୁଖର…

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ

ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ଏପ୍ରିଲ ୧୪ ତାରିଖକୁ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜିଲ୍ଲା ସଙ୍ଗଠକ ଥବିର ପୁଝାରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା…

କାଶୀପୁର ଠାରେ ଡଃ ବାବା ସାହେବ ଭୀମରାଓ ଙ୍କର ୧୩୩ତମ ଜନ୍ମ ବାର୍ଷିକ ପାଳିତ

କାଶୀପୁର :  ( ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମା ଆଇଫାଡ ଛକ ଠାରେ ଆଜି ଆମ୍ବେଦକର ପ୍ରେମୀ ସମୂହ ବଡ଼ ଧୁମଧାମରେ ଡ଼ଃ ଆମ୍ବେଦକର ଙ୍କର ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ…

ପ୍ରଭାବତୀ ପବ୍ଲିକ ସ୍କୁଲରେ ଏକ ଦିବସୀୟ ଶିକ୍ଷକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ନୂତନ ନୂତନ ପାଠ୍ୟକ୍ରମ ଯୋଡି ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ସେହି ପାଠ୍ୟକ୍ରମକୁ ନୂତନ ଢଙ୍ଗରେ ପଢେଇ ହେବ ସେ ଦିଗରେ ଏକ ସୁନ୍ଦର ପଦକ୍ଷେପ ସ୍ଥାନୀୟ…

ଅମ୍ବାଦଳାରେ ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ପାଳନ

ମୁନିଗୁଡା : (ରମାକାନ୍ତ ପୋଡାଲ )ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ପାଇଁ ଆମ୍ବାଦଳା ଅଞ୍ଚଳ ଚଳଚଞ୍ଚଳ ହୋଇଥିଲା ।ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବାଦଳା ଓ ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତୀ ଓ…

ଭାରତୀୟ ଜନତା ପାର୍ଟି ତରଫରୁ ଧର୍ମଗଡ଼ ଠାରେ ଵୁଥ ବିଜୟ ଅଭିଯାନ କର୍ମଶାଳା

ଧର୍ମଗଡ଼ ତା: ୧୪/୪(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ହୋଟେଲ୍ ରାଜ ସଭାଗୃହ ଠାରେ ଵୁଥ ବିଜୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…