ଗାଁ ଠୁ ସହର ପର୍ଯ୍ୟନ୍ତ ଧୂମଧାମ ରେ ପାଳିତ ହେଲା ପ୍ରଭୂ ଗଜାନନ ଙ୍କ ପୂଜା
ଭୁବନେଶ୍ବର :ସେହିପରି କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଧା ଗ୍ରାମ ପଂଚାୟତ ରେ ସଦର ଅଞ୍ଚଳର ସବୁଠୁ ବଡ଼ ଗଣେଶ ପୂଜା ପାଳିତ ହେଉଅଛି। ଏଠାରେ 10ରୁ ଉର୍ଦ୍ଧ୍ୱ ବଡ଼ବଡ଼ ତୋରଣ ଓ ଉଚ୍ଚକୋଟିର ଆଲୋକ ସଜା ସହିତ ମଣ୍ଡପରେ ବିଭିନ୍ନପ୍ରକାର…