ବ୍ରିଜ୍ ତଳକୁ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୩ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଓଭରବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍ । ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଜାତୀୟ ରାଜପଥ ୧୬ର କୁଆଖିଆ ଛକ ନିକଟ ବାରବାଟୀ ରେ ଓଭରବ୍ରିଜରୁ ତଳକୁ ଖସିପଡିଥିଲା…