ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ -୨୦୨୫ ରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି କଳାହାଣ୍ଡି ଟିମ୍
କେସିଙ୍ଗା (ପ୍ରୀତେଶ ପଟେଲ)ଅକ୍ଟୋବର ୧୮ ତାରିଖ ଓ ୧୯ ତାରିଖ ଦିନ ଓଡ଼ିଶା ରାଜ୍ୟର କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଷଷ୍ଠ ରାଜ୍ୟ ସ୍ତରୀୟ କ୍ୱାନ କି ଡୁ ଓ ସଷ୍ଠ ଦଶ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ…
