ସିଙ୍ଗାପୁର ଓଡ଼ିଆ ସମାଜ ଦ୍ଵାରା ଉତ୍କଳ ଦିବସ ପାଳନ

ସିଙ୍ଗାପୁର: ୨୪/୦୪ ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ…

ଶେଷ ହେଲା ମହା ଶ୍ରୀରାମ ନବମୀ,ହଜାର ଜହାର ଦର୍ଶକଙ୍କ ସମାବେଶ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ଼ ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀୟୁ ଙ୍କର ପିଠ ଜିଲ୍ଲାର ପୁରାତନ ପିଠ ହୋଇଥିବା ବେଳେ ଏଠାରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ସହ…

ମାରୱାଡି ସେବା ସମିତି ଆନୁକୂଲ୍ୟରେ ଥଣ୍ଡା ପାନୀୟ ଜଳ ଶୁଭାରମ୍ଭ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ). ବୌଦ୍ଧ ଜିଲ୍ଲା ର ଗ୍ରୀଷ୍ମ ପ୍ରଭାବ କୁ ଆଖି ଆଗରେ ରଖି ମାରୱାଡି ସେବା ସମିତି ପୁରୁଣାକଟକ ଆନୁକୂଲ୍ୟରେ ବୁଧବାର ଦିନ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି l ଜିଲ୍ଲା ର…

ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପତ୍ର ଦାଖଲ

ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ମନୋଜ ମେହେର ଧର୍ମଗଡ଼;୨୪/୪( ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ୍ ପୃଥକ୍ ଭାବେ ବିଜେପି ପ୍ରାର୍ଥୀ ସୁଧୀର ରଂଜନ ପଟ୍ଟଯୋଶୀ…

୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ଗତ କାଲି ବୌଦ୍ଧ ଥାନା ଅନ୍ତର୍ଗତ ରାମଗଡ଼ ଗ୍ରାମ ର ସନତ ନାୟକ ଏକ ଦୁଇ ଚକିଆ ଗାଡ଼ିରେ ୪ କେଜି ଗଂଜେଇ ନେଇ ଧଳପୁର ବ୍ରିଜ…

ଅଂଶୁଘାତ ରେ ମୃତ ଅଭିଯୋଗ

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଡାସିଙ୍ଗା ଗ୍ରାମର ରାଧେଶ୍ୟାମ ପାଣ୍ଡେ ଙ୍କ ଅଂଶୁଘାତ ରେ ମୃତ୍ୟୁଅଭିଯୋଗ।ସୂଚନା ମତେ ରାଧେଶ୍ୟାମ ଜଣେ ଦିନ ମଜୁରିଆ।ସବୁଦିନ ପରି ଗତକାଲି ମଧ୍ୟ ଜଙ୍ଗଲ କୁ ଯାଇଥିଲେ।କିନ୍ତୁ ଜଙ୍ଗଲ…

ନାମାଙ୍କନ ଭରିଲେ ଜୁନାଗଡ଼ ବିଧାୟକ ପ୍ରାଥି ଦିବ୍ୟଶଙ୍କର ମିଶ୍ର ଓ ସ୍ଵାଧୀନ ପ୍ରାର୍ଥୀ ହିମଙ୍ଗିନ ହଂସ ଓ ଵି,ଏସ,ପି, ପାର୍ଟିରୁ ତୀର୍ଥ ରାଜ ଦୁର୍ଗା

ଧର୍ମଗଡ ୨୩/୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାଥି କେପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଧର୍ମଗଡ ଠାରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ ପ୍ରଥମେ…