ଉମାକାନ୍ତ ଜେନାଙ୍କ ସପକ୍ଷରେ ଭଣ୍ଡାରୀ ପୋଖରୀ ରେ ଜନମତ ଜୋରଦାର

ଭୁବନେଶ୍ୱର:୩୧/୦୩ ସୁପ୍ରସିଦ୍ଧ ସୂଚନା ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ଆଇନଜିବୀ ଉମାକାନ୍ତ ଜେନାଙ୍କର ପାର୍ଥିତ୍ୱ ସପକ୍ଷରେ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ କ୍ରମଶଃ ଜନମତ ଜୋରଦାର ହେବାର ଲାଗିଥିବା ଲକ୍ଷ କରାଯାଉଛି।ସୋଲମପୁର ଗ୍ରାମର ନିବାସୀ ଶ୍ରୀ ଜେନା ଭଣ୍ଡାରୀ ପୋଖରୀ ରୁ ରାଜ୍ୟ…

କୁସଙ୍ଗ ଉଚ୍ଚବିଦ୍ୟାଳୟ ରେ ବନ୍ଧୁମିଳନ କାର୍ଯ୍ଯକ୍ରମ

ବୌଦ୍ଧ(ଚିତ୍ତରଞ୍ଜନ ସିଂ)କୁଶଙ୍ଗ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ l ବୌଦ୍ଧ –ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ 1997 ବ୍ୟାଚ ର…

ପଦ୍ମ ଧରିଲେ ଶେଷ ମେହେର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ର ପୁରୁଖା ବିଜେଡି ନେତା ତଥା ପୂର୍ବତନ ବୟନିକା ନିଗମ ଅଧ୍ୟକ୍ଷ ଶ୍ରୀ ଶେଷ ମେହେର ଆଜି କଣ୍ଟାମାଳ ଅଞ୍ଚଳର ଯୁବ ବିଜେପି ନେତା ଓମପ୍ରକାଶ ମିଶ୍ର ଙ୍କ ନେତୃତ୍ବରେ…

ବିଜେଡି ଛାଡିଲେ କୋରେଇ ର ପୂର୍ବତନ ବିଧାୟକ ତଥା ସିନେ ଷ୍ଟାର ଆକାଶ ଦାସ ନାୟକ ,ବିଜେପି ରେ ମିଶିବା ସମ୍ଭାବନା

ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ବିଜେଡିରୁ ମୁହଁ ଫେରାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ।ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୯ରେ ବିନା କାରଣରେ ତାଙ୍କ ଟିକେଟ କଟାଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି…