ନବରଙ୍ଗପୁର : ( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ନବରଙ୍ଗପୁର କାଦେରିଆ ପଡ଼ିଆରେ ଅଭିବକ୍ତ କୋରାପୁଟ ଜିଲ୍ଲା ଭାଗ୍ୟ ଲକ୍ଷ୍ମୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଯାଇଛି ! ବାରିକ ସଙ୍ଘ ର ସଭାପତି N ଗଣେଶ , ସହ ସଭାପତି :B ସିମାଞ୍ଚଳ, ସମ୍ପାଦକ R ସନ୍ତୁ , ସହ ସମ୍ପାଦକ D. ସନ୍ତୁ, କୋଷାଧକ୍ଷ T. ଚିନା ଉପଦେଷ୍ଟା B ରାମୁ,S ପ୍ରସାଦ ବାରିକ, K ବାବୁ ରାଓ, k. ତ୍ରିନାଥ, G.କାଳୀ A ରବି, , N. ଶ୍ରୀନୁ, G. ଶେଖର , A. ସନ୍ତୋଷ, K. ଶିବା , ଏବଂ ଯୁଗଳ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଭାଗ୍ୟଲକ୍ଷ୍ମୀ ଙ୍କ ସୃତି ଉଦେଶ୍ୟ ରେ ସ୍ୱର୍ଗତ ଭାଗ୍ୟଲକ୍ଷ୍ମୀ ଙ୍କ ମାଁ A ଲୀଳା ଙ୍କୁ ନବରଙ୍ଗପୁର ବାରିକ ସଙ୍ଘ ତରଫରୁ ସଭାପତି N. ଗଣେଶ ଉପଡଙ୍କନ ଦେଇ ସମ୍ମାନିତ କରିବା ସହ ନବରଙ୍ଗପୁର ର ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସଙ୍ଘ ତରଫରୁ ସମ୍ମାନିତ କରାଯାଇଥିଲା ପରେ !

ଶ୍ରୀ ମନଜ ପଟ୍ଟନାୟକ ସଂଯୋଜନା କରିଥିଲେ ! ପରେ ବାରିକ ସଙ୍ଘ ତରଫରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ୍ୟ ଭାଗ୍ୟଲକ୍ଷ୍ମୀ ସୃତି ଉଦ୍ୟେଶରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ! ଏହି କ୍ରିକେଟ ଟୁର୍ନାମେଣ୍ଟ କୁ ଏ. ଲୀଳା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ରାୟଗଡା, କୋଟପାଡ଼, ଜୟପୁର, ଏବଂ ନବରଙ୍ଗପୁର ମଧ୍ୟ୍ୟରେ କ୍ରିକେଟ ପ୍ରତିଯୋଗିତା ହେଇଥିଲା ! ରାୟଗଡା ପ୍ରଥମ, କୋଟପାଡ଼ ଦ୍ୱିତୀୟ ବିଜୟ ହେଇଥିଲେ! ବିଜେତା ଙ୍କୁ ବାରିକ ସଙ୍ଘ ର ସଭାପତି N. ଗଣେଶ ଏବଂ ମୁଖ୍ୟ ଅତିଥି ଏ. ଲୀଳା ପୁରସ୍କାର ପ୍ରଦାନ କରିଥିଲେ !ଏହି କାର୍ଯ୍ୟକ୍ରମ ରେ ବାରିକ ସଙ୍ଘ ର ସମସ୍ତ କର୍ମ କର୍ତା ଏବଂ ବହୁ କ୍ରିକେଟ ଖେଳାଳୀ ଉପସ୍ଥିତ ରହିଥିଲେ !