ପ୍ରେମ ସଂଜୀବନୀ ସ୍ବେଛାକୃତ ରକ୍ତଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ

ହରଭଙ୍ଗା :୧୭/୧୧ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମୋତ୍ସବ ଅବସରରେ ରାମଗଡ଼ ପଞ୍ଚାୟତ ସଭାଗୃହ ଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ” ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ…

ତିଳେଶ୍ୱର ଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର

ହରଭଙ୍ଗା12/9(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ଗୁରୁବାର ଦିନ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଡା.ସସ୍ମିତ ରଞ୍ଜନ ସତପଥି, ସିଏଚଓ ସୁଜାତା ମଞ୍ଜରୀ ଜେନା,…

ଉଚ୍ଚ ରକ୍ତଚାପ ସଚେତନେତା ସଭା

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଉଚ୍ଚ ରକ୍ତଚାପ ସଂପର୍କିତ ଏକ ସଚେତନତା ସଭା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ମୁକେଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କାଶୀପୁର ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ

କାଶୀପୁର୧୦/୮( ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ସଦର ପୋଲିସ ଥାନା ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟତଃ କାର୍ଯ୍ୟକ୍ରମଟି କାଶୀପୁର ପୋଲିସର ପ୍ରଚେଷ୍ଟା ଏବଂ ଥାନା ପରିସରରେ ଏହା ପ୍ରଥମକରି ସର୍ବସାଧାରଣଙ୍କୁ ରକ୍ତଦାନ ନିମନ୍ତେ…

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ…

ମୋ ହସ୍ପିଟାଲ ରୁପାନ୍ତିକରଣ ଅଭିଯାନରେ ଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ଉଦଘାଟିତ

ଟିଟିଲାଗଡ଼( ସଞ୍ଜୟ କୁମାର ନାୟକ) ସୋମବାର ଦିନ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟ ସରକାରଙ୍କ ୫ ଟି ଉପକ୍ରମ ଅଧୀନରେ ଥିବା ମୋ ହସ୍ପିଟଲ ରୂପାନ୍ତରିକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ,…

ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନିୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଭାଗୃହ ଠାରେ ଜାତୀୟ କୃମିନାଶକ ଦିବସ ପାଳନ ପାଇଁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀ ବିଶ୍ୱରଞନ ପତି ଆସନ୍ତା କାଲି ପାଳନ ହେବାକୁ…

ଧୂମ୍ରପାନ ସହ ସମାନ କ୍ଷତିକାରକ ଏକୁଟିଆପଣ

ଭୁବନେଶ୍ବର : (ପାୟଲ ରାଉତ )ଏକୁଟିଆପଣକୁ ବିଶ୍ୱବ୍ୟାପୀ ବିପଦ ବୋଲି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHO । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଧୂମ୍ରପାନ ଭଳି ବିପଜ୍ଜନକ ହୋଇପାରେ । ଏହି କାରଣରୁ, ଉଦାସୀନତା ଏବଂ ଆତ୍ମହତ୍ୟା…

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ଅଭାସି ମାଧ୍ୟମ ରେ ଉଦ୍ଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଠାରେ ଡ଼ାଇଲିସିସ ସେଣ୍ଟର ଆଭାସୀ ମାଧ୍ୟମ ରେ ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି । ଧର୍ମଗଡ…

ଧୂମାଭଟା ଗାଁରେ ଲାୟନ୍ସ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ପାଟଣାଗଡ଼ ବ୍ୟୁରୋ:୦୬/୦୧(ନରେନ୍ଦ୍ର ନେଗୀ) ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁର ଜଲିଆ ଛକ ନିକଟରେ ପାଟଣାଗଡ଼ ଲାୟନ୍ସ କ୍ଳବ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିର ରେ ୫୦୦  ରୁ ଉର୍ଦ୍ଧ ଲୋକ…