ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟରେ ଶିଶୁଦିବସ ପାଳିତ
ରାଇରଙ୍ଗପୁର ( ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟରେ ପ୍ରଧାନଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ସଭାପତିତ୍ବରେ ଶିଶୁଦିବସ ପାଳିତ ହୋଇଯାଇଛି I ଏହି ଭବ୍ଯ ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହରଲାଲ ନେହେରୁଙ୍କ ଫଟୋଚିତ୍ରରେ…
