ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ନିର୍ବାଚନରେ ମତଦାନ ଏକ ମହାନ ପର୍ବ l ଜିଲ୍ଲାର ସମସ୍ତ ମତଦାତା ମତଦାନ କରିବାକୁ ବୌଦ୍ଧ ଜିଲ୍ଲାପାଳ ନିଜ ବାର୍ତ୍ତା ରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ…

ପଞ୍ଚଶମ୍ଭୁ ମିଳନ ପାଇଁ ଶୁଭଖୁଣ୍ଟି ସ୍ଥାପନ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତ ର ତେଲିସାହି ରେ ଆସନ୍ତା 9 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚଶମ୍ଭୁ ମିଳନ ପାଇଁ ଗତ ଗୁରୁବାର ଦିନ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ପ୍ରଥମେ ରୀତିନୀତି ଅନୁଯାଇ…

ଗୋଷ୍ଟି କନ୍ଦଳର ଉପରେ ପ୍ରଣବ ପ୍ରକାଶ ଦାସ,ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ,ମିଳୁଛି ବିପୁଳ ସମର୍ଥନ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଓଡ଼ିଶା ରେ ଦଳ ଡିଆଁ ଓ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଏବେ ଧାରଣ କରିଛି। ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ରେ ଏକାଧିକ ଆଶାୟୀ ପ୍ରାର୍ଥୀ ଙ୍କ ପରସ୍ପର ପ୍ରତି ଦୋଷାରୋପ ପ୍ରକ୍ରିୟା ଚାଲିଥିଲା ବେଳେ…

ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା,୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି  ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି।ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ଏବଂ ରାଉରକେଲାରୁ ଶାରଦା ନାୟକଙ୍କୁ ବିଜେଡି ଟିକଟ ପ୍ରଦାନ…

କଂଗ୍ରେସ, ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା : ବୌଦ୍ଧ ରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ସମ୍ଭାବନା

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂ ) ଗତ ମାର୍ଚ୍ଚ ୨୭ ତାରିଖରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ୫ ଥର ଲଗାତାର ବିଧାୟକ ହୋଇଥିବା ପ୍ରଦୀପ କୁମାର ଅମାତଙ୍କ…

ଏଡସ୍ ସଚେତନତା ଓ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼:୫/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ୍ କ୍ଳବ୍ ଆନୁକୁଲ୍ୟରେ ଏଡସ୍ ସଚେତନତା ଓ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ…