ଅଲ ଓଡିଶା ଅଙ୍ଗନୱାଡି ଆସୋସିଏସନ ପକ୍ଷରୁ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ସୋନପୁର ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ ଙ୍କ ଜରିଆରେ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି l ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ସରକାରଙ୍କ ମେନୁ ହିସବାରେ…

୨୦ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍ ଉଦଯାପିତ,ଫାଇନାଲ ରେ ସୋନପୁର ୨/୦ ରେ ଚାମ୍ପିଯାନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ 20 ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ରବିବାର ଦିନ ଉଦଯାପିତ ଵା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।…

ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୂଲ ନାଏକ – ଆରପିଏଫ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର

ତାହେଲେ ବୀପୂଲ୍ କେଉଁଠି? ଟିଟିଲାଗଡ/ ଜି ଉଦୟଗିରି; ( ସଞ୍ଜୟ କୁମାର ନାୟକ)ବିପୁଲ କୁମାର ନାଏକ, ପିତା- ସ୍ଵର୍ଗତ ବାମ ଦେବ ନାଏକ, ନିବାସୀ କନବା ଗିରି, ଜି ଉଦୟଗିରି, ଜିଲ୍ଲା – ଫୁଲବାଣୀ । ବିପୂଲ୍ ଯାଜପୁର ରେଳବାଇ ୟାର୍ଡରେ…

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

ଭବାନୀପାଟଣା :୩୦/୧୨(ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି (DLAC) ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଏମ ଓ ଡ ସୁଚେତା…

ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୫ମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ହରଭଙ୍ଗା :୩୦/୧୨ ( ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ଦୁଇଦିନ ଧରି ୫ ମ ବାର୍ଷକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବ ରେ ଶିକ୍ଷକ ଜ୍ୟୋତି ରଞ୍ଜନ ନାଏକ, କ୍ରୀଡା ଶିକ୍ଷକ…

୧୫ ତମ ପ୍ରକାଶ ମେମୋରିଆଲ କ୍ରିକେଟ ଉଦଯାପିତ,ଆଡ଼େଣିଗଡ଼ ଚମ୍ପିୟାନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆୟୋଜକ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଦୀର୍ଘ ଦଶ ଦିନ ଧରି ଚାଲିଥିବା ପନ୍ଦର ତମ ପ୍ରକାଶ ମେମୋରିଆଲ…

ଅମ୍ବାଦଳାରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ,କଳସକୁ ସ୍ଵାଗତ କଲେ ଅମ୍ବାଦଳା ବାସୀ

ମୁନିଗୁଡା:୩୦।୧୨ (ରମାକାନ୍ତ ପଡାଲ)ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ…

୪ର୍ଥ ବାଟାଲିୟନ ସିଆରପିଏଫ ଦ୍ବାରା ଜନସମ୍ପର୍କ କାର୍ଯ୍ୟକ୍ରମ ମାଗଣା ଚିକିତ୍ସା ଶିବିର ଆୟୋଜିତ

ମୁନିଗୁଡା: ୩୦।୧୨: (ରମାକାନ୍ତ ପଡାଲ)ଚତୁର୍ଥ ବାଟାଲିୟନ ସିଆରପିଏଫ ଦ୍ଵାରା ଡିମିରିଗୁଡା ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚତୁର୍ଥ ବାଟା ଲିୟନ୍ କମାଣ୍ଡାଣ୍ଟ…

ପଂଚାୟତ ସମିତି ସାଧାରଣ ବୈଠକ ରେ ଦଳୀୟ ନେତାଙ୍କ ନାଁରେ ସ୍ଲୋଗାନ,

ବଲାଙ୍ଗୀର ବ୍ୟୁରୋ :୩୦/୧୨(ନରେନ୍ଦ୍ର ନେଗୀ)ଆଜି ଦେଓଗାଁ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ କୁମାର ମିଶ୍ର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି ଓ ସମସ୍ତ ପଂଚାୟତ ର ସରପଞ୍ଚ…

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ

– ପାଣ୍ଡିଆନ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ  ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦୀର୍ଘ ଏକତିରିଶ ବର୍ଷର ଦାବି ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି। ଏହି ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା…