“ସୁବିଧା” ଆପ୍ ର ବ୍ୟବହାର ନେଇ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ : (ଶୁଭମ ପାଣି )ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ରେ “ସୁବିଧା” ଆପ୍ ର ବ୍ୟବହାର ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରର ପ୍ରାରମ୍ଭରେ…

ମାଁ ଭଣ୍ଡାରଘରେନଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଧର୍ମଗଡ ବିଜେପି ପ୍ରାର୍ଥୀ

ଧର୍ମଗଡ ;  (ହେମନ୍ତ କୁମାର ମାଝୀ )ଧର୍ମଗଡର ଅଧିଷ୍ଟ୍ରତି ଦେବି ମାଁ ଭଣ୍ଡାରଘରେନ ଙ୍କ ମନ୍ଦିରରେ ପୂଜାର୍ଚନା କରି ମାଁ ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମଗଡ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ l ଶତାଧିକ କାର୍ଯ୍ୟକର୍ତାଙ୍କ…

ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ବିଶାଳ ବାଇକ ରାଲି

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଗତକାଲି କନ୍ଧମାଲ ସାଂସଦୀୟ କ୍ଷେତ୍ରର ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଟିକେଟ ଘୋଷଣା କଲା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ…

ମାଧପୁର ବନାଞ୍ଚଳ ରୁ ରଥ ନିର୍ମାଣ ପାଇଁ ପୁରୀ ଗଲା ପ୍ରଥମ ରଥ କାଠ

ବୌଦ୍ଧ-( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ରୁ ପୁରୀ କୁ ଗଲା ରଥ କାଠ l ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ଜଙ୍ଗଲ ରୁ ରଥ…

ବିଜେଡିର ପ୍ରାର୍ଥୀ ତାଲିକା ଜାରି କଲେ ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ

ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି। ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ…

ଇଂଜିନିୟର ଅକ୍ଷୟ ସାମଲ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ପାରନ୍ତି

ଭୁବନେଶ୍ୱର/ ନୂଆଦିଲ୍ଲୀ:୦୩.୦୪, ବିଶିଷ୍ଟ ସମାଜସେବୀ ଇଂଜିନିୟର ଅକ୍ଷୟ ସାମଲ ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମର ଗ୍ରାମପଞ୍ଚାୟତର ମୂଳବାସିନ୍ଦା ଶ୍ରୀ ସାମଲଙ୍କର ଏହି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।…