ମାରୱାଡି ସେବା ସମିତି ଆନୁକୂଲ୍ୟରେ ଥଣ୍ଡା ପାନୀୟ ଜଳ ଶୁଭାରମ୍ଭ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ). ବୌଦ୍ଧ ଜିଲ୍ଲା ର ଗ୍ରୀଷ୍ମ ପ୍ରଭାବ କୁ ଆଖି ଆଗରେ ରଖି ମାରୱାଡି ସେବା ସମିତି ପୁରୁଣାକଟକ ଆନୁକୂଲ୍ୟରେ ବୁଧବାର ଦିନ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି l ଜିଲ୍ଲା ର…

ଟେଙ୍କର ଯୋଗେ ପିଇବା ପାଣି ଯୋଗାଇଲେ ସରପଞ୍ଚ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପାନୀୟ ଜଳ ସମସ୍ୟା ସଂଗୀନ ହୋଇଥିବା ବେଳେ ବ୍ଲକ ର ପୁରୁଣାକଟକ ପଂଚାୟତ ବିଭିନ୍ନ ସ୍ଥାନରେ ୨୦ ଦିନ ଧରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବାଧା ପ୍ରାପ୍ତ…

ପୁଣି ଥରେ ଉଦାହରଣ ସାଜିଲେ କିନ୍ନର

ନବରଙ୍ଗପୁର :  (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବସ ଷ୍ଟାଣ୍ଡ ନିକଟ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପଡିଥିବା ବ୍ୟକ୍ତିକୁ କେହି ସାହାଯ୍ୟ କରିବା ପାଇଁ ଆଗେଇ ନ ଆସିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକି ଏବଂ…

ଗ୍ରାମାଞ୍ଚଳ ରେ ଢେଙ୍କିର ଆଉ ଶୁଭୁନି ଢ଼ିକ ଢ଼ିକ ଶବ୍ଦ

ହରଭଙ୍ଗା(ଚିତ୍ତରଞ୍ଜନସିଂ ) ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଢେଙ୍କି l ଗ୍ରାମାଞ୍ଚଳ ରେ ଶୁଭୁନି ଆଉ ଢେଙ୍କି ର ଢ଼ିକ ଢ଼ିକ ଶବ୍ଦ lମିଳୁନି ଢେଙ୍କି କୁଟା ଚାଉଳ କି ଚୁନା ପିଠା l ପାଟିରେ ଆଉ ମିଳୁନି ସେଇ…

ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲେ ବିଜେଡି ଯୁବନେତା

କାମାକ୍ଷାନଗର:୦୬-୦୩( ଶୁଭମ ପାଣି )ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ବ୍ଲକ, ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ ମହୁଲଡଗର ଡଙ୍କାବୋଲ ସାହିର ଅସହାୟ ବୃଦ୍ଧ ଜାପାନୀ ବିରୁଆ ବୟସ ୮୨ ବର୍ଷ ହେବ ପାଖରେ ତାଙ୍କର କେହି ନାହାନ୍ତି କିଛିଦିନ ହେବ…

ହରଭଙ୍ଗା ଥାନା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ,ପୂର୍ତ୍ତ ରାସ୍ତା ସଫା ଓ ମରାମତି

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଚାରିଛକ -ଅତଲସରା ପୂର୍ତ୍ତ ରାସ୍ତାରେ ବହୁବର୍ଷ ଧରି ବିଭାଗ ର ଯତ୍ନ ଅଭାବ ରୁ ରାସ୍ତା ଖାଲ ଖମା ସହିତ ବିଭିନ୍ନ ପୋଲ ଉପରୁ କଂକ୍ରିଟ ଉଠିବା, ମହାନଦୀ ରୁ ବେପାରୁଆ ଓଭର…

ରାୟଗଡାର ଦୁର୍ଗମ ଅଂଚଳରେ ବସ୍ତ୍ର ଦାନ କଲା ଜ଼ିଲ୍ଲା ସାମ୍ବାଦିକ ସଂଘ

ରାୟଗଡା ଜ଼ିଲ୍ଲା ସୀମାନ୍ତ ତଥା ବନ୍ଧୁଗାଁ ବ୍ଲକ ର ମଞ୍ଚାପଦର ଗାଁ ଠାରେ ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ଗ୍ରାମବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି | ମାନବ ସେବା ହିଁ ଭବିଷ୍ୟତ ଶାନ୍ତିର ପଥ ଏଣୁ ଏଭଳି ଚିନ୍ତାକୁ ଅନୁସରଣ କରି…

ସମାଜସେବା କରି ଇତିହାସ ସୃଷ୍ଟି କଲେ କିନ୍ନର ମାନେ

ନବରଙ୍ଗପୁର:  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଇତିହସରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘ ର କର୍ମକର୍ତ୍ତା ରାତିରେ ସହରର କୋଣ ଅନୁକୋଣ ରେ ବୁଲି ବୁଢ଼ା ବୁଢ଼ୀ ଏବଂ ଅସହାୟ ଗରିବ ଲୋକଙ୍କୁ ଶିତ ଦାଉରୁ ରକ୍ଷା…

ଦେବଦୂତ ସାଜିଲେ ଡବ୍ଳୁଓଡିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଭବାନିପାଟଣା :୨୬/୦୧(ନରେନ୍ଦ୍ର ନେଗୀ)ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ଭାବରେ ରକ୍ଷା କରିବା ସହ ବିପଦ ସମୟରେ ମାନବିକତା ଦେଖାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଆଜି ଦିନ ୨ଟା ସମୟରେ ସେରଗଡ…

ନିଆରା ଢଙ୍ଗରେ ନୂଆବର୍ଷ ପାଳନ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଦୀର୍ଘ ୨୪ ବର୍ଷ ହେଲା ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ମଳିକପଡ଼ା ଗ୍ରାମବାସୀ ।ସ୍ବର୍ଗତ ଲଛମନ ଭୋକ୍ତା ଙ୍କ ପ୍ରେରଣା ରେ ସକାଳେ ଭେଜୀଗୋରା ପେଟ।ସ୍ୱର୍ ମନ୍ଦିର ରୁ ସଙ୍କୀର୍ତ୍ତନ ଆରମ୍ଭ କରି ୭ଖଣ୍ଡ ଗ୍ରାମ…