ନୂଆ ସାହିରେ ମାଆ ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ

ପୁରୀ : (ମନୋଜ କୁମାର ବଳିୟାରସିଂ)ପୁରୀ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ର ତଳ ନୂଆ ସାହିରେ ମାଆ ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ନାଗା ମେଢ଼ ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ନୃତ୍ୟ…

ଶ୍ରୀ ମନ୍ଦିର ନିଳାଦ୍ରୀ ମହୋଦୟ, ଚନ୍ଦନ ଯାତ୍ରା ଅବସରରେ ମାହାରୀ ଦେବଦାସୀ ନୃତ୍ୟୋତ୍ସବ

ପୁରୀ୦୫/୦୫(ମନୋଜ କୁମାର ବଳୀୟାରସିଂ) ରିଖ ସୋମବାର ଦିନ ମର୍ଚିକୋଟ ଛକ ନିକଟରେ ପୁରୀ ଡ୍ୟାନ୍ସ ଏକାଡେମୀ ର ରୌପ୍ୟ ଜୟନ୍ତୀ ଅବସରରେ ପାରମ୍ପାରିକ ଦେବଦାସୀ ମାହାରୀ ନୃତ୍ୟୋତ୍ସବ ୨୦୨୫ ମହାସମାରୋହରେ ପାଳିତ ସୋଇଯାଇଛି। ଉକ୍ତ ଉତ୍ସବରେ ପ୍ରାୟ ୬୦ରୁ ଅଧିକ ନୃତ୍ୟ…

ନୃତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ନୃତ୍ୟ ଶିଳ୍ପୀ ସଂଘ ଆନୁକୂଲ୍ୟରେ ଆସନ୍ତା ୨୭ ଓ ୨୯ରେ ବିଶ୍ଵ ନୃତ୍ୟ ଦିବସ ପାଳନ

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ନୃତ୍ୟ ଶିଳ୍ପୀ ସଂଘ ଆନୁକୂଲ୍ୟରେ ଆସନ୍ତା ଅପ୍ରେଲ ମାସ ୨୭ ଓ ୨୯ ତାରିଖ ଦିନ ପୁରୀ ପୌରସଦନ ଠାରେ ବିଶ୍ଵ ନୃତ୍ୟ ଦିବସ ଧୂମଧାମରେ ପାଳନ…

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ର ତୃତୀୟ ବାର୍ଷିକ ଉତ୍ସବ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ର ତୃତୀୟ ବାର୍ଷିକ ଉତ୍ସବ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥି…

ତୃତୀୟ ରାଜ୍ୟ ସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ର ଅତିତ ଐତିହ୍ୟ, ଗୌରବ,ପରମ୍ପରା କୁ ପୁର୍ନର୍ଜୀବିତ କରିବା ପାଇଁ ଅଞ୍ଚଳ ବାସୀଙ୍କ ନୂତନ ପରିକଳ୍ପନା ରାଜ୍ୟ ସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ l ଚଳିତ ବର୍ଷ ଏହି ହରଭଙ୍ଗା ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ…

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ଦିବସ, ଯୋଗ ଦେଲେ ମନ୍ତ୍ରୀ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ତୃତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି…

ବଜାସାଲ ନାଚରେ ଦୁଲୁକିଲା ବୁଢ଼ା ଡଙ୍ଗର ମଞ୍ଚ

କେସିଙ୍ଗା : (ପ୍ରୀତେଶ ପଟେଲ)ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି…

ଗୀତିନାଟ୍ୟ ଲକ୍ଷ୍ମୀପୁରାଣ ମଂଚସ୍ଥ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ ,ମାଁ କଳାପାଟ କ୍ଲବ ,ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦର ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂତନ ଟାଉନହଲରେ ମଂଚସ୍ଥ ହୋଇ ଯାଇଅଛି କବି…

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ରୁକୁ ସୁନାଙ୍କ ଗୀତରେ ଝୁମିଲେ ଦର୍ଶକ ହରଭଙ୍ଗା: (ଚିତ୍ତରଞ୍ଜନସିଂ)ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ବୋଲି ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ଖଡ଼ଙ୍ଗ ନଦୀ…

ପୁରନ୍ଦର ବାରିକ ଙ୍କ ସ୍ମୃତି ରେ ତିନି ଦିନିଆ ନାଟ୍ ମହୋତ୍ସବ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପୁରନ୍ଦର ବାରିକ ସୃତିକମିଟି ବ୍ଲକଛକ ପକ୍ଷରୁ ସ୍ଥାନୀୟ ରୟାଲପଡିଆ ଠାରେ ଆସନ୍ତା ୧୯ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଏକ ୩ ଦିନିଆ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ହୋଟେଲ ପ୍ରୋଗ୍ରେସ୍ଇନ୍ ର ସମ୍ମିଳନୀ କକ୍ଷରେ ପୁରନ୍ଦର…