ପୁରନ୍ଦର ମିଶ୍ର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ 

ରାୟପୁର୬-୦୪ (କିଶୋର ଦ୍ଵିବେଦୀ )ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ ହେଲେ ପୁରନ୍ଦର ମିଶ୍ର ବୋଲି ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ମତ ପ୍ରକାଶ କରିଛନ୍ତି।ଶ୍ରୀ ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ହେବା ଦ୍ଵାରା ଉଭୟ…

କାଶୀପୁର ଥାନା ପକ୍ଷରୁ ତୃତୀୟ ଥର ପାଇଁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

କାଶୀପୁର :୬/୪  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ରେଙ୍ଗା ଗ୍ରାମ ଠାରୁ ଖୁରି ଗାଁ ଦେଇ କାଶୀପୁର ସଦର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୮ କିମି ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହେଇଯାଇଛି ।…

ପି ଏଚ ଡି ବିଭାଗର ମନ ମାନି ,ପାଣି ପାଇଁ ଲୋକେ ହନ୍ତସନ୍ତ

କେସିଙ୍ଗା :  (ପ୍ରୀତେଶ ପଟେଲ)ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ,ପାଣି ଟୋପାଏ ପାଇଁ କେସିଙ୍ଗା ସହର ବାସି ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି ।ପି ଏଚ ଡି ବିଭାଗ ର ମନ ମୁଖୀ ଯୋଗୁଁ ସାଧାରଣ ଜନତା…

ବିଜେପି ର ୪୫ତମ ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ସାଂସଦ ପ୍ରାର୍ଥୀନୀ ମାଳବିକା ସିଂଦେଓ

କେସିଙ୍ଗା ; (ପ୍ରୀତେଶ ପଟେଲ) ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ ବିଜେପି ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଲୋକସଭା ଆସନ ରୁ ବିଜେପି ରୁ ସାଂସଦ ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢୁଥିବା ମାଳବିକା ସିଂଦେଓ…

ବିଜେପିରେ ଯୋଗଦେଲେ ପୂର୍ବତନ ପାପଡ଼ାହାଣ୍ଡି ବ୍ଳକ ଅଧ୍ୟକ୍ଷ

ନବରଙ୍ଗପୁର: ୬/୪ (ବେଣୁ ଗୋପାଳ ରାଓ)ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ ପାପଡ଼ାହାଣ୍ଡି ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ଭତ୍ରା | ସେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗଦେଇଛନ୍ତି । ସେ କହିଛନ୍ତି ଯେ…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୫ ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ୬/୪ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ୪୫ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ କରାଯାଇଥିଲା l ଜିଲ୍ଲା ର ୧୦ ଗୋଟି ମଣ୍ଡଳ ,୪୧୧ ବୁଥ ସ୍ତରୀୟ ସହିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ…