ମୁଖ୍ୟ ଖବର
ଭିଜିଲାନ୍ସ ପଞ୍ଜାରେ ଶିକ୍ଷା ବିଭାଗର ମୁଖ୍ୟ କିରାଣି, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ନେଉଥିଲେ ଲାଞ୍ଚ
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭିଜିଲାନ୍ସ ବିଭାଗର ବ୍ୟାପକ ଧରପଗଡ ସତ୍ତ୍ୱେ ଲାଞ୍ଚଖୋର କର୍ମଚାରୀ ଙ୍କ କାରନାମା ଥମିବାର ନାଁ ଧରୁନି। ଭିଜିଲାନ୍ସ ଜାଲରେ ପୁଣି ଜଣେ କିରାଣି ବାବୁ ପଡ଼ିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।ଜୈନିକ ଅବସରପ୍ରାପ୍ତ ଶିକ୍ଷକ ଙ୍କ ଜି ପି ଏଫ୍ କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ମୁଖ୍ୟ କିରାଣି ଭାବେ
ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବିନ ଙ୍କ ଅପିଲ୍ : ମୋଦି ସାହାଙ୍କୁ ଭେଟିଲେ ଦ୍ରୌପଦୀ
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମହିଳା ସଶକ୍ତିକରଣ କୁ ସର୍ବାଧିକ ଗୁରୁତ୍ଵ ଦେଉଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ବର୍ତମାନ ଏନ୍ ଡି ଏ ରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଙ୍କୁ ଦଳ ମତ ନିର୍ବିଶେଷରେ ସମର୍ଥନ ଜଣାଇବା ସକାଶେ ସମସ୍ତ ବିଧାୟକ ଙ୍କୁ ଅପିଲ୍ କରିଛନ୍ତି। ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଟ୍ୱିଟ଼ ମାଧ୍ୟମରେ ଏପରି ଅପିଲ୍ କରିଥିବା ସୁଚନା ମିଲିଛି l ତେବେ, ଦ୍ରୌପଦୀ
କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ-ଅବକାରୀ ବିଭାଗର କାମକରୁଛି ପୋଲିସ
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ପୋଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୦ ବୋତଲ କଫ ସିରଫ,୬ ଷ୍ଟ୍ରିପ ନିଶା ବଟିକା ୨ ବୋତଲ ଅପମିଶ୍ରିତ ନିଶା ଦ୍ରବ୍ୟ ଏବଂ ଏକ ବାଇକ ଜବତ କରାଯାଇଛି ନିଶାକାରବାର ରେ ସମ୍ପୃକ୍ତ ଥିବା କେଉଁଡ଼ିହି ର ବିଜୟ ଟୁଡୁ (ମାନୁ) ଓ ରେଙ୍ଗାଲି ସମଳେଇ ପଡା ର ଜୈନେକ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରେଙ୍ଗାଲି ଥାନାଅଧିକାରୀଙ୍କ ଠାରୁ ପ୍ରକାଶ। ଏଠାରେ ପ୍ରଶ୍ନ ଉଠୁଛି
ସମ୍ବଲପୁର ଦନ୍ତାହାତୀ ମୄତ୍ୟୁ ଘଟଣାରେ ୧ ଗିରଫ
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସାପଲହରା ପୋଖରୀ ଦନ୍ତାହାତୀ ମୄତ୍ୟୁ ନେଇ ବଡ ଖୁଲାସା କଲା ସମ୍ବଲପୁର ବନବିଭାଗ । ଶିକାରୀଙ୍କ ଗୁଳିରେ ଶିକାର ହୋଇଥିଲା ଦନ୍ତାହାତୀ ଏଥିଯୋଗୁଁ ମୄତ୍ୟୁ ହେଲା ଦନ୍ତାହାତୀ ର | କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଗୁଳି କରିଥିଲେ ଅଭିଯୁକ୍ତ ଶିକାରୀ | ହାତୀ ଶରୀରରେ ବ୍ଯବଚ୍ଛେଦ ସମୟରେ ଜଣାପଡିଲା ଏହି ସତ୍ୟ । ହାତୀ ଶରୀର ରୁ ବାହାରିଛି ୪ ଇଂଚ ଲମ୍ବ ୨.୫ ଇଂଚ ଗୋଲେଇର ବୁଲେଟ୍ | ଏନେଇ
ମାଁ ସମଲେଶ୍ବରୀଙ୍କ ଦର୍ଶନ କରି କାର୍ଯ୍ୟ ଆରମ୍ଭ କଲେ ସମ୍ବଲପୁର ର ନୂତନ ଜିଲ୍ଲାପାଳ ଅନନ୍ୟା ଦାସ
ସମ୍ବଲପୁରର:(ରମାକାନ୍ତ ବିଶ୍ବାଳ)୨୦୧୫ ବ୍ୟାଚ ଆଇଏଏସ ଅଫିସର, ଭାରତୀୟ ପ୍ରଶାସନିକ ସେବା ସର୍ବ ଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନ ଅଧିକାର କରିଥିବା ଅନନ୍ୟା ଦାସ ଗତକାଲି (ବୁଧବାର) ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ନୂତନ ଜିଲ୍ଲାପାଳ ଡୁଡ଼ା ପିଡି କୋରାପୁଟ ଏବଂ ଐତିହାସିକ କଟକ ସହର (CMC)ର କମିଶନର ଭାବେ କାର୍ଯ୍ୟ କରି ନିଜର ଦକ୍ଷତାର ସହ
ବଡ ଖବର
- ପୁରୀ: ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼। ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି। ବାଇକରେ ୨ ଦୁର୍ବୃତ୍ତ ଆସି କରିଥିଲେ ବୋମାମାଡ଼
- ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ କରୋନା ପଜିଟିଭ
- ୭.୫୮ କୋଟିରେ ବ୍ଲୁ-ଫ୍ଲାଗ୍ ବିଚ୍ ହେବ ସୁନାପୁର, କାମ ହାତକୁ ନେଇଛି ‘ସିକମ୍’
- ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ସାମ୍ବାଦିକ ସମ୍ମିଳନୀ
- ସ୍ଲଗ ଷଷ୍ଠ ଜିଲାପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ
- ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା
- ପୁରୀ ସ୍ବର୍ଗଦ୍ବାରରେ ରାଇମୋହନ ପରିଡ଼ାଙ୍କ ଶେଷକୃତ ସଂପନ୍ନ
- ପୁଣି ବାଣୀବିହାର ପରିସରରେ ହିଂସା; ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି
ଜାତୀୟ ଖବର
ସେନାର ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ : ବ୍ୟାଙ୍କ୍ ମ୍ୟାନେଜର ବିଜୟଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ମହମ୍ମଦ ଲୋନ ନିହତ
ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା…
କିଏ ହେବେ ଭାରତ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଅରିଫ ମହମ୍ମଦ ଖାଁ, ଓ କେ ଶିବନ ଙ୍କ ନାମ ଗଣମାଧ୍ୟମ ରେ ଚର୍ଚ୍ଚା
ଭୁବନେଶ୍ବର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ରାଜନୈତିକ ଦଳ ଅଙ୍କକଷା ଚାଲିଥିବା ବେଳେ ଏହି ପଦବୀ…
ଆଞ୍ଚଳିକ
ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ସାମ୍ବାଦିକ ସମ୍ମିଳନୀ
ଯାଜପୁର :ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ଏ ନେଇ ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅପିଂସର୍ସ କ୍ଲବ ପରିସରରେ ପିଡିଏସ ଡିଲର ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୯ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା ।: ଡିଲର ମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା,ଯୋଗାଣ ସାମଗ୍ରୀ ପରିବହନ ସମୟରେ କୁଇଂଟାଲ ପ୍ରତି ୧ କେଜି ଭରଣା କରିବା,ସମସ୍ତ ଡିଲର ପଏଣ୍ଟରେ ଗ୍ୟାସ ବଂଟନ କରିବା ପାଇଁ ଅନୁମତି ସମେତ ୯ ଦପାଂ ଦାବୀକୁ ଉପସ୍ଥାପନ କରିଥିଲେ । ତୁରନ୍ତ ଏହି ସବୁ ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ବ୍ଲକ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଆନ୍ଦୋଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । Facebook Notice for EU! You need to login to view and post FB Comments!
ସ୍ଲଗ ଷଷ୍ଠ ଜିଲାପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଷଷ୍ଠ ଜିଲାପରିଷଦ ଯାଜପୁରର ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭପତି…
ଏଇ ଓଡିଶା ବିଶେଷ
ତେରେଛା ନଜର
ସ୍ୱାସ୍ଥ୍ୟ
ଆସନ୍ତା ରବିବାର ଦିନ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ (ଜୁନିୟର) କଲେଜ ପ୍ରାଙ୍ଗଣରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ…
ଅଙ୍ଗନବାଡି କର୍ମୀ ଙ୍କ ଠାରୁ ବାହାରିଲା ସାଢ଼େ ଚାରି କେଜିର ଟ୍ୟୁମର
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ ର ମଶାଣିବନ୍ଧ ଅଙ୍ଗନବାଡି କୁମାରୀ ଦୋରା ଙ୍କ ୟୁଟ୍ରଷ୍ଟ ରୁ ସାଢ଼େ ଚାରି କେଜିର…
ଖେଳ
ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ଠାରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର…
ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଶୃଙ୍ଖଳା ର ସହ ସମାପ୍ତ ହୋଇଥିବାରୁ ପୋଲିସ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଲେ DCP ପିନାକ ମିଶ୍ର
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବହୁ ପ୍ରତୀକ୍ଷିତ ବାରବାଟୀ ର ଆନ୍ତର୍ଜାତୀୟ ଟି ୨୦ ମ୍ୟାଚ ସୁରୁଖୁରୁରେ ସମାପ୍ତ ହୋଇଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା…