ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟିଲା

570 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡିଛି।ଖବରପାଇ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଇ କୁଲୀଙ୍ଗ କରାଯାଉଛି ।ଘଟଣାରୁ ପ୍ରକାଶ ଯେ ଆଜି ପ୍ରାୟ ଭୋର ଶାଢେ ୪ ଟା ସମୟରେ କଟକ ଆଡୁ ଚଣ୍ଡିଖୋଲ ପଟକୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ବଡଚଣା ଥାନା ଅନ୍ତର୍ଗତ ଢିଅକରନ୍ଦା ଛକଠାରେ ରାସ୍ତା ମଝିରେ ଓଲଟି ପଡିଥିଲା ।

ଫଳରେ ରାସ୍ତାରେ ଅନ୍ୟ ଯାନବାହାନ ଯିବା ସମ୍ଭବ ପର ହୋଇ ନଥିଲା।ଖବର ପାଇ ଘଟଣା ସ୍ଥାଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡଚଣା ପୋଲିସ ପହଞ୍ଚି ବିପରୀତ ରାସ୍ତାରେ ସମସ୍ତ ଯାନବାହାନ ଚଳାଚଳ ସ୍ବାଭାବିକ କରାଇଥିଲେ।ଅନ୍ୟ ପକ୍ଷରେ କଟକ ଓ ଯାଜପୁର ଜିଲ୍ଲାର ଦୁଇ ଦୁଇଟି ନିଆଁ ଲିଭାଳି ଦଳ ପହଞ୍ଚି କୌଣସି ପ୍ରକାର ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛନ୍ତି ଓ ବାଲେଶ୍ବର ରୁ ଏକ୍ସପଟ ଟିମ୍ ଆସି ପରିକ୍ଷା ନିରୀକ୍ଷା କରିବା ପରେ ହିଁ ଟ୍ୟାଙ୍କର ଟିକୁ ରାସ୍ତାରୁ ହଟାଯିବ ବୋଲି ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

Related Post

ଯାଜପୁର ବିରଜା ମନ୍ଦିର ନାଭିଗୟା ଠାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ

Posted by - September 28, 2019 1,224
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ…

ପ୍ରତାପପୁର ଠାରେ ନୂତନ ଜଙ୍ଗଲ ସୃଷ୍ଟି ଉଦ୍ୟମ

Posted by - July 30, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ପ୍ରତାପପୁର ଠାରେ ନୂତନ ଜଙ୍ଗଲ ସୃଷ୍ଟି ସକାଶେ ୨୦୦୦ ଗଜା ମଞ୍ଜି ଫିଙ୍ଗା ଯାଇଛି l ସୁବର୍ଣପୁର…

ବିଭିନ୍ନ ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ନେଇ ଦାବି ପତ୍ର ପ୍ରଦାନ

Posted by - March 2, 2021 0
ଯାଜପୁର ଅଫିସ: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ରେ ବିଭିନ୍ନ ସରକାରୀ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ନେଇ ବିଂଝାରପୁର ବିଜେପି ତରଫରୁ…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ହରଭଙ୍ଗା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପପାଇଁ ୭୩୦କୋଟି ଟଙ୍କା ମଞ୍ଜୁର

Posted by - July 9, 2021 0
ବୌଦ୍ଧ(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ହେବାକୁ ଯାଉଛି ୭୩୦କୋଟି ଟଙ୍କା ର ମେଗା ପାନୀୟ ଜଳ ପ୍ରକଳ୍ପ । ପାଣିଘରା ରୁ ଉଠିବ ପାଣି। ଯେଉଁ ପ୍ରକଳ୍ପ…

There are 1 comments

Leave a comment

Your email address will not be published.