ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ ତାଙ୍କ କୌଳିକା ପଣ୍ଡା ଉପସ୍ଥିତ ଥିଲେ।ଗତକାଲି ମନୀଷା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଅାର୍ମି ଏୟାର ଡିଫେନ୍ସ କଲେଜକୁ ଯାଇଥିଲେ। ସେଠାରେ ଏଡସ୍ ସଚେତନତା ନେଇ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Thank you for great content. Hello Administ. Cami Halısı ve Cami Halıları Firmasi. cami halısı
I came to this site with the introduction of a friend around me and I was very impressed when I found your writing. I’ll come back often after bookmarking! casino online