Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୀମକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ 

334 0

କରଞ୍ଜିଆ:୨୬/୧୨/୨୦୧୯.ମୟୁରଭଞ୍ଜ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଭୀମକୁଣ୍ଡ ।ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁୟ ଛୁଟିଥାଏ ହେଲେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ । ଭୀମକୁଣ୍ଡକୁ ୨୦୦୬ ମସିହାରୁ ପର୍ଯ୍ୟଟନ ସ୍ଥଳୀ ହିସାବରେ  ରାଜ୍ୟ ମାନଚିତ୍ରରେ ସ୍ଥାନ ମିଳିବା  ଦିନଠୁ ଏଠାରେ ସବୁ ବେଳେ ପର୍ଯ୍ୟଟନଙ୍କ ସୁଅ ଛୁଟିଥାଏ ।ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଠିକ ନ ଥିବାରୁ ବହୁ ସମୟରେ ମୂଲ୍ୟବାନ ଜୀବନ ଅଦିନରେ ଝଡ଼ିବାର ନଜିର ବର୍ଷରେ ୨/୩ଟି ଘଟଣା ସାମ୍ନା କୁ ଆସିଥାଏ ।ତେବେ ଗତକାଲି ମଧ୍ୟ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।

କିଛି ଯୁବକ ପିକନିକ ଆସି ଭୀମକୁଣ୍ଡ ନିକଟରେ ଗାଧଉ ଥିବା ବେଳେ ବୈତରଣୀ ନଦୀରପ୍ରଖରଜଳ ସ୍ରୋତରେ ଜୈନକ ଅଜଣା ଯୁବକ ଭାସିଯାଇ ନିଖୋଜ ହଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହାର କୌଣସି ପୋତା ମିଳୁନି ।ସେହିପରି ପୋଲିସ ଉପସ୍ଥିତି   ରେ ଏପରି ଜଣେ ଯୁବକ ଭାସି ଯାଉଥିଲେ ବି ପୋଲିସ ପକ୍ଷରୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଘଟଣା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।ସେହିପରି ବର୍ତ୍ତମାନ ମୟୁରଭଂଜ ଏବଂ କେନ୍ଦୁଝର ପୋଲିସର  ସୀମା ବିବାଦ ଫଳରେ ଏପରି ନିରୀହ ଜୀବନର ସୁରକ୍ଷା ପରିବର୍ତ୍ତେ ନିଜ ନିଜ ସୀମା ନିର୍ଦ୍ଧାରଣ ଆଳ ଦେଖାଇ ସେଠାରୁ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଚେଷ୍ଟା ଚଳାଇଛନ୍ତି ।ସେହିପରି ଗତ ବର୍ଷ ମଧ୍ୟ କଟକ ମଧୂପାଟଣା  ଅଞ୍ଚଳରୁ ଆସିଥିବା ପିକନିକ ପାର୍ଟିର ରହନ ମିଶ୍ର ନାମକ ଜୈନକ ଯୁବକ ମଧ୍ୟ ଏଠାରେ ଭାସିଯାଇ ୨୯ ଦିନ ପରେ ସେଠାରୁ ଗୋଳିତ ମୃତ୍ୟୁ ଦେହଉଦ୍ଧାର କରାଯାଇଥିଲା । ଏଇ ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ଦିନ ତତ୍ପରତା ଦେଖାଇ ଥିଲେ ବି ବର୍ତ୍ତମାନ ସେଇ ପୂର୍ବପରିସ୍ଥିତି ।

Facebook Notice for EU! You need to login to view and post FB Comments!

Related Post

ବାତ୍ୟା ରେ ପାଣି ପଲିଟିକ୍ସ

Posted by - May 7, 2019 0
ଭୁବନେଶ୍ୱର :ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର…

ମୁଖ୍ୟ ଶାସନ ସଚିବ ଙ୍କ ପ୍ରେସ ବାର୍ତ୍ତା,ଜୁନ ୧ ତାରିଖ ଯାଏଁ ବଢିଲା ଲକ ଡାଉନ

Posted by - May 18, 2021 0
ଭୁବନେଶ୍ବର :ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ  ପ୍ରେସ୍ ବିବୃତି ପ୍ରଦାନ ।ବାହାଘର ,ବ୍ରତ ଘର  ଏବଂ ate ପାଇଁ ୨୫ ଏହି…

ପିପିଇ କିଟ୍‌ ପ୍ରସ୍ତୁତ ଟିମ୍‌ର ନେତୃତ୍ୱ ନେଲେ ଓଡିଆ ପୁଅ

Posted by - November 8, 2020 0
ଭବାନୀପାଟଣା: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଇ କିଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବଜାରରେ ମିଳୁଥିବା ପିପିଇ କିଟ୍‌ର ଦାମ ଅଧିକ ଥିବା ଏବଂ…

କୁଚିଣ୍ଡା ରେ ଗୋପବନ୍ଧୁ ଜୟନ୍ତୀ ଓ କାଂସିରାମ ଶ୍ରାଦ୍ଧଦିବସ ପାଳିତ

Posted by - October 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ଓ ଦଳିତ ଆନ୍ଦୋଳନର ଉତ୍ଥାପକ କାଂସିରାମ ଙ୍କ…

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

Posted by - September 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ୧୬ଦିନ ଧରି ଭକ୍ତ ଙ୍କୁ ଦର୍ଶନ ଦେବେନି ମା । ଅଞ୍ଚଳରେ ଭକ୍ତି ଭାବର ଲହରୀ ଖେଳି ଯାଇଛି। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ…

Leave a comment

Your email address will not be published.