Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

କେନ୍ଦୁଝର ଜିଲ୍ଲା କାରାଗାର ରେ ପୁଣି ପ୍ରାଣହରାଇଲେ  କଏଦି 

516 0

କେନ୍ଦୁଝର :ପଣ୍ଡାପଡା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମର ଟୁରି ମୁଣ୍ଡା ପୋଷ୍କ କେଶ୍ ରେ ଅଭିଯୁକ୍ତ ହୋଇ ଗତ ୫.୫.୨୦୧୮ ରୁ କେନ୍ଦୁଝର ଜିଲ୍ଲା କାରାଗାର ରେ ସଜା ଭୋଗୁଥିଲ । ତାଙ୍କ ବିପକ୍ଷ ରେ ୩୫୪ ଏ , ୩୫୪ ବି, ଏବଂ ପଷ୍କୋ ଆକ୍ଟ ର ସେକ୍ସନ୍ ୮  ଦଫା ଲାଗିଥିଲାକିନ୍ତୁ ହଠାତ୍ ଆଜି ସକାଳୁ  ସେ ରହୁଥିବା ସେଲ୍ ରୁ ବାହାରି ନିତ୍ୟକର୍ମ ସାରି ଖାଇବସିଥିବା ସମୟରେ ହଠାତ୍ ଟଳି ପାଡିଥିଲେ, ତାଙ୍କୁ ତୁରନ୍ତ ଜିଲ୍ଲା ମୁକ୍ଷ ଡାକ୍ତରଖାନା କୁ ଅଣା ଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ପ୍ରକାଶ ଯୋଗ୍ୟ ଗତ କାଲି ଚମ୍ପୁଆ ଏସ୍. ଡି .ଜେ. ଏମ୍. ପଷ୍କୋ ଆକ୍ଟ ରେ ଅଭିଯୁକ୍ତ ସୁନିଲ୍ ନାଏକ୍ ନାମକ ଜଣେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇ ଥିଲେ ଏବଂ ଠିକ୍ ତା ପର ଦିନ ସେହି ପଷ୍କୋ ଆକ୍ଟ ରେ ଅଭିଯୁକ୍ତ କିଏଦି ର ମୃତ୍ୟୁ ର କାରଣ ହୃଦଘାତରେ ହୋଇଥିବା ଜେଲ୍ ଅଧିକାରୀ ସନ୍ଦେହ କରୁ ଥିବା ବେଳେ ପୋଷ୍ଟମୋଟମ୍ ପରେ ଶନ୍ଦେହ ଉପରୁ ପରଦା ଉଠିବ

Related Post

ସମ୍ବଲପୁରରେ କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା

Posted by - December 29, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେ ଏଣିକି ହାଇସ୍କୁଲରେ ପାଠପଢା ସମୟରେ କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା । ଏମିତି କିଛି ନିଦ୍ଦେର୍ଶ ନାମା ଯାରି କରିଛନ୍ତି…

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 0
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

ଟିକା ପ୍ରମାଣପତ୍ର ଦୋକନରେ ନ ଲଗେଇଲେ ଖୋଲିପାରିବେନି ଦୋକାନ

Posted by - June 22, 2021 0
ଗଞ୍ଜାମ:କୋଭିଡର ତୃତୀୟ ଲହର ରୁ ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନୀମାନେ…

ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି

Posted by - March 19, 2021 0
ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।…

Leave a comment

Your email address will not be published.