Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ତାଲୁକା ଆଇନ ସେବା ସମିତି ଓ କାଶୀପୁର ବ୍ଲକ ଆନୁକୂଲ୍ୟରେ ଦିବ୍ୟଙ୍ଗ ଙ୍କୁ ଚକଲଗା ଚୌକି ଓ ଆଶାବାଡି ପ୍ରଦାନ

151 0

କାଶୀପୁର:(ଅଞ୍ଜନ କୁମାର ନଏକ)ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ତାଲୁକା ଆଇନ ସେବା ସମିତି ଓ କାଶୀପୁର ବ୍ଲକ ପକ୍ଷରୁ ୪ ଜଣ ଦିବ୍ୟଙ୍ଗଙ୍କୁ ଚକଲଗା ଚୈର ୩ ଜଣ ଅନ୍ଧ ଙ୍କୁ ଆଶାବାଡି , ତାଲୁକା ଆଇନ ସେବା ସମିତି ଓ କାଶୀପୁର ବ୍ଲକ ପକ୍ଷରୁ ମିଳିତ ଭାବେ ପ୍ରଦାନ କରାଯାଇଛି ।
ଚଳିତ ମାସ ୨୨/୫ ରୁ ୨୯/୫ ପର୍ଯ୍ୟନ୍ତ ସାରାରାଜ୍ୟ ରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଥିବା ବେଳେ ଗୁରୁବାର ଦିନ ଦ୍ବୀପହର ସମୟରେ କାଶୀପୁର ବ୍ଲକ ସାମାଜିକ ସୁରକ୍ଷା କର୍ମଚାରୀଙ୍କ ସହିତ କାଶୀପୁର ଜେଏମଏଫସି ଅଦାଲତ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଜେଏମଏଫସି ତଥା କାଶୀପୁର ତାଲୁକା ଆଇନ ସେବା ସମିତି ଅଧ୍ୟକ୍ଷ ଶୋଭନ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ବ୍ଲକ ସାମାଜିକ ସୁରକ୍ଷା ସମିତି ଅଧିକାରୀ ରମାକାନ୍ତ କୁମ୍ଭାରୀକା ,କାଶୀପୁର ଅକିଲ ସଂଘ ସଭାପତି କାହ୍ନଇ ଲାଲ ଜୈନ ଓ ଏପିପି କର୍ମ ଚାନ୍ଦ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ କାଶୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଶିଳା ଗ୍ରାମର ଅନ୍ଧ ଙ୍କ ମଧ୍ୟରୁ ଶକୁନ୍ତଳା କୁମ୍ଭାର, ରାମୁଲୁ କୁମ୍ଭାର, ସମ୍ବାରୀ କୁମ୍ଭାର ଙ୍କୁ ଆଶାବାଡି ପ୍ରଦାନ କରାଯାଇଥିବା ବେଳେ ୩ ଜଣ ଦିବ୍ୟଙ୍ଗ ମଧ୍ୟରୁ ରାଧିକା କୁମ୍ଭାର, ଚଇତି କୁମ୍ଭାର ଅନ୍ୟ ଏକ ଦିବ୍ୟଙ୍ଗ କୁ ଚକଲଗା ଚୈର ପ୍ରଦାନ କରାଯାଇଥିଲା ।

ସେହିପରି ତଳଝିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପର ପାଡିଖାଲ ଗ୍ରାମର ସବାମଣି ନାଏକ ଙ୍କୁ ଏକ ଚକ ଲଗା ଚୈର ପ୍ରଦାନକରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ଜେମେଏଫସି ପକ୍ଷରୁ ସୂର୍ଯ୍ୟକାନ୍ତ ସାହୁ ,ସନ୍ତୋଷ କୁମାର ନାୟକ,ଯୁସମନ୍ତ କୁମ୍ଭାର ଓ ଅନ୍ୟ ସବୁ ଉପସ୍ଥିତ ଥିଲେ ।

Related Post

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Posted by - September 25, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ…

ନଗଡାର ବିକାଶ କାର୍ଯ୍ୟରେ ବିଳମ୍ବ ହେଲେ ବରଦାସ୍ତ କରାଯିବ ନାହିଁ :- ଜିଲ୍ଲା ପ୍ରଶାସନ

Posted by - March 14, 2020 634
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡାର ଶିଶୁ ମଡକ ଦେଶ ତଥା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ନଗଡାର…

ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ

Posted by - November 15, 2019 42
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର…

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ମୁଖରିତ

Posted by - April 25, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ…

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ

Posted by - February 1, 2023 0
ନବରଙ୍ଗପୁର:୩୧/୦୧(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି,…