ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ଆଜି ବିଜେପି ପୁରୁଣାକଟକ ମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବାମନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ରେ ବରିଷ୍ଟ ବିଜେପି ନେତା ତଥା ଓବିସି ମୋର୍ଚା ରାଜ୍ଯ ସଂଯୋଜକ ସୁବାଷ ପ୍ରଧାନ, ଶିଶିର ଘୋଷ, ୮ ନମ୍ଵର୍ ମଣ୍ଡଳ ପର୍ଯ୍ୟବେକ୍ଷ୍ୟକ ବିଶିକେସନ ପ୍ରଧାନ, ମଣ୍ଡଳ ସମ୍ପାଦକ ନୀଳାମ୍ବର ନାଏକ, ସନ୍ତୋଷ ପ୍ରଧାନ ଓ ବିନୋଦ କୁମାର ପ୍ରଧାନ ଓ ସୁଶାନ୍ତ ପ୍ରଧାନ. କା ଇ ଚ ଭାଇ ପ୍ରମୂଖ ଉପସ୍ଥିତ ଥିଲେ।
ଏହି ବୈଠକ ରେ ଦଳର ବିଭିନ୍ନ ସମସ୍ୟା ତଥା ସାଙ୍ଗଠନିକ କାର୍ଯ୍ୟ ଉପରେ ଆଲୋଚନା ହେବା ସହିତ ଆଗାମୀ ସାଧାରଣ ନିର୍ବାଚନଚନରେ ଲୋକଙ୍କ ପାଖରେ କିଭଲି ସବୁ କର୍ମୀ ପହଂଚି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ସଚେତନ କରିବା ସହିତ ବିଜେପି କିଭଲି ଭଲ ପ୍ରଦର୍ଶନ କରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା।