Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡରେ ଜିଓ ଗ୍ରାହକ ଅସନ୍ତୋଷ, ନେଟ ଶୀଘ୍ର ସରୁଥିବା ଅଭିଯୋଗ

56 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦେଶର ଅଗ୍ରଣୀ ସେବା ଯୋଗାଉଥିବା କମ୍ପାନୀ ମଧ୍ୟରୁ ଯିଓ ଅନ୍ୟତମ। ଏହି କମ୍ପାନୀର ଟାୱାର ତଥା ନେଟୱର୍କ ସ୍ପିଡ ଥିବା ଯୋଗୁଁ ଲୋକେ ବହୁଳ ପରିମାଣରେ ଏହି କମ୍ପାନୀର ସିମ୍ କିଣିବା ସହ ବ୍ୟବହାର କରୁଛନ୍ତି। ଟିଟିଲାଗଡ ସହରରେ କିଛି ଦିନ ହେବ କେତେ ଡାଟା ପେକ ଅତି ଶୀଘ୍ର ସରିଯିବା, ୫୦ ପ୍ରତିଶତ ସରିଲେ ମେସେଜ ଆସିବା ବନ୍ଦ ହୋଇଛି।

ଯଦ୍ୱାରା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୫୦ ପ୍ରତିଶତ ସରିବା ପରେ ଭଲ ଭାବେ ନେଟ ମଧ୍ୟ କାମ କରୁ ନାହିଁ, ନେଟ ସ୍ଲୋ ହୋଇଯିବା ଭଳି ଅଭିଯୋଗ ହେଉଛି। ଏ ଦିଗରେ ସେବା ଯୋଗାଉଥିବା କମ୍ପାନୀ ଯିଓ କମ୍ପାନୀ ଧ୍ୟାନ ଦେବା ସହ ଗ୍ରାହକଙ୍କୁ କିପରି ଉଚିତ ସେବା ଯୋଗାଇଦେବ ସେ ଦିଗରେ ସମାଧାନ କରାଯାଉ ବୋଲି ଗ୍ରାହକ ମାନେ ମତ ପ୍ରକାଶ କରିଛନ୍ତି।

Related Post

ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ପାଣି ଓ ଘରେ ଘରେ ପାଣି

Posted by - August 21, 2022 0
ଧର୍ମଗଡ଼:୨୦/୮(ହେମନ୍ତ କୁମାର ମାଝୀ) ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ଓ ଆଠ ନମ୍ବର ୱାର୍ଡର ଘରେ ଘରେ…

ସମ୍ବଲପୁର ଓଡିଆ ଡାକ୍ତରାଣୀ ନରୱେ ବିଶ୍ୱବିଦ୍ୟାଳୟରୁ କେନସର ଗବେଷଣାରେ ପିଏଚଡ଼ି ଲାଭ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଆ ଡାକ୍ତରାଣୀ ସରିତା ଜୋଷୀ ନରୱେ ସ୍ଥିତ ଓସ୍ ଲୋ ବିଶ୍ୱବିଦ୍ୟାଳୟ ରୁ କେନସର ରୋଗ ଉପରେ ଉଚ୍ଚତର ଗବେଷଣା ପାଇଁ ପିଏଚଡ଼ି ଡିଗ୍ରୀ ହାସଲ…

ଜିଲ୍ଲାପାଳଙ୍କ ଅଧକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ

Posted by - September 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ…

ଏକାବନ କୁଣ୍ଡୀୟ ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ

Posted by - March 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଖମ୍ବେଶ୍ୱରୀ ମନ୍ଦିର ପରିସର କଲ୍ୟାଣ ମଣ୍ଡପ ରେ ଆଜି ପୂଜ୍ୟ ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ଙ୍କ ପୁରୋହିତ୍ୟ ରେ…