ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଶିକ୍ଷକ ରବିଶଙ୍କର ନାଏକ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ନାଏକ ଙ୍କ ଝିଅ ରକ୍ସି ନାଏକ ମୋଟ ୬୦୦ ମାର୍କ ରୁ ୫୪୦ ମାର୍କ A+ ରଖି ଧର୍ମଗଡ଼ ଅଞ୍ଚଳ ର ନାମ ରଖି ଛନ୍ତି।
ରକ୍ସି ଧର୍ମଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢ଼ୁଥିଲେ।ତାଙ୍କ ସଫଳତା ପଛରେ ଶିଶୁ ମନ୍ଦିର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ହାତ ରହିଥିବା ବେଳେ ସବୁ ବେଳେ ତାଙ୍କ ବାପା ସମସ୍ତ ବିଷୟ ରେ ତାଙ୍କୁ ଗାଇଡ଼ କରୁଥିବା କହି ଛନ୍ତି ଏହି କୃତୀ ଛାତ୍ରୀ।
ଆଗକୁ ଆହୁରି ଭଲ ପାଠ ପଢ଼ି ଜଣେ ଡାକ୍ତର ହେବାକୁ ତାଙ୍କର ଇଚ୍ଛା ଥିବାର ମଧ୍ୟ କହି ଛନ୍ତି ଏହି ଛାତ୍ରୀ। ଏହି କୃତି ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଧର୍ମଗଡ଼ ବାସୀ ସୁବେ ଛା ଜଣାଇଛନ୍ତି।