Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଜଳ କଷ୍ଟ, ପାନୀୟ ଜଳ ନପାଇ RWSS ର କନିଷ୍ଠ ଯନ୍ତ୍ରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ

69 0

ମୁନିଗୁଡା :(ରମାକାନ୍ତ ପୋଡାଳ)ଜଳ କଷ୍ଟ ସହି ନପାରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ପମ୍ପ ହାଉସ ନିକଟର ଗରା ମାଠିଆ ଧରି ଆନ୍ଦୋଳନ ରେ ବସିବା ସହ rwss ର କନିଷ୍ଠ ଯନ୍ତ୍ରୀ ରମେଶ ମିଞ୍ଜଙ୍କୁ ଦୀର୍ଘ ସମୟ ଧରି ପମ୍ପ ହାଉସ ଭିତରେ ତାଲା ପକାଇ ଅଟକ ରଖିଥିଲେ।

ପ୍ରକାଶ ଥାଉକି ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକ ଡିମିରିଗୁଡା ଓ ରଘୁବାରୀ ପଞ୍ଚାୟତର ଥିବା ଗ୍ରାମ ବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବିନିଯୋଗରେ ଦୀର୍ଘ ବର୍ଷ ହେଲାଣି ବସୁଧା ଯୋଜନାରେ ହୋଇଥିବା ପାଣି ଟାଙ୍କି ଗୁଡ଼ିକ ଫେଲ ମାରିଥିବା ଦେଖିବକୁ ମିଳିଛି।

ଠିକାଦାର ମାନଙ୍କ ନିମ୍ନ ମାନର ଜାର୍ଯ୍ୟ ଯୋଗୁ ଜଳ କଷ୍ଟ ଭୋଗୁ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉକ୍ତ ଘଟଣା କୁ ନେଇ ଡିମିରିଗୁଡ଼ା ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପ୍ରଶାସନ ର ନିଦ ଭାଙ୍ଗୁନଥିବାରୁ ଜଳ କଷ୍ଟ ସହି ନପାରି ଆଜି ଶତାଧିକ ମହିଳା ପୁରୁଷ ମାନେ ଏକାଠି ହୋଇ ପାଣି ଟାଙ୍କି ନିକଟରେ ଧାରଣା ଦେବା ସହ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଦୀର୍ଘ ସମୟ ଅଟକ ରଖିବା ପରେ ଅତି ଆବଶ୍ୟକୀୟ କାର୍ଯ୍ୟ ଆରମ୍ଭ କରିବା ପରେ ଉତ୍ୟକ୍ତ ଗ୍ରାମବାସୀ ଯନ୍ତ୍ରୀଙ୍କୁ ଛାଡିବା ସହ ଠିକାଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related Post

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ବେରୁଦା ପଂଚାୟତରେ ରେଡକ୍ରସ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।   ଏହି ଶିବିରରେ ପାଂଉଣ୍ଡେସନର ସଦସ୍ୟ, ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ ।

ନନ୍ଦନକାନନରରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

Posted by - July 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଆଜି ଜୁଲାଇ ୨୯.ବିଶ୍ବ ବ୍ୟାଘ୍ରଦିବସ, ଏହି ଦିବସ ଅବସର ରେ ବାଘ ମାନଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ସାରା…

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବାଅଭିଯୋଗ

Posted by - October 27, 2020 0
ଭୁବନେଶ୍ବର – ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ହେଉଛି l ଏଠି ବିନା ପାଉଣାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ…

ଟଙ୍ଗଜୋର ରୁ ପାନୀୟ ଜଳ ଯୋଗାଣ ଠେମରା ଯମତରା ୫ୱାଡା ଗାଁକୁ ଅପହଞ୍ଚ

Posted by - November 3, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟ।ତର ଦୁଇ ଖଣ୍ଡଗାଁ ଠେମରା ଜାମତରା -୫ୱାଡ଼ ପାଇଁ ଦୀର୍ଘ ୧୫ ବର୍ଷ ହେଲା।ଗାଁନିକଟରେ ବହି ଯାଇଥିବା…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତ ନୂଆଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର…