Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଅବସରପ୍ରାପ୍ତ ସୈନିକ ଙ୍କ ପରଲୋକ

23 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଜିଲ୍ଲା ସରସର। ଗ୍ରାମର ଅବସରପ୍ରାପ୍ତ ଭାରତୀୟ ସୈନିକ କେଶବ ଚନ୍ଦ୍ର ମହାର ଙ୍କ 71 ବର୍ଷ ବୟସରେ ଶୁକ୍ରବାର ଦିବା 2 ଘଣ୍ଟା ସମୟରେ ନିଜ ବାସ ଗୃହ ରେ ପରଲୋକ ହୋଇଯାଇଛି। ସେ 1970 ମସିହାରେ ଭାରତୀୟ ସେନା ରେ ଯୋଗ ଦେଇ 1994 ମସିହାରେ ଅବସର ଗ୍ରହଣ କରିଥିଲେ।

ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ, ପୁତ୍ର ବଧୁ ଏବଂ ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ଦୁଇ ପୁତ୍ର ଜଣ ସେନା ରେ କାର୍ଯ୍ୟ ରତ ଏବଂ ଅନ୍ୟ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଘରକୁ ପହଁଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Related Post

ଲୁଣିବାହାଲରେ ଟିପିଏସଓଡିଏଲର ଡିଜିଟାଲ ସଚେତନତା

Posted by - November 24, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଟିପିଏସଓଡିଏଲ ବା ଟାଟା ପାୱାରର ଦକ୍ଷିଣାଞ୍ଚଳ ବିଦ୍ୟୁତ ସରବରାହ ସଂସ୍ଥା ଓ ଆଇଡେଣ୍ଟର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ସର୍କଲ ଅନ୍ତର୍ଗତ ବୌଦ୍ଧ ସବଡିଭିଜନର ପୁରୁଣାକଟକ ବିଦ୍ୟୁତ…

ପ୍ରଗଳପୁର ଗ୍ରାମରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ

Posted by - October 6, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ରିଖ ମଙ୍ଗଳ ବାର ଦୀନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମପଂଚାୟତ ରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଯୁବ…

ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ

Posted by - March 21, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ସୟଦପୁର ଗ୍ରାମରେ ବାଲି ପକାଇବା ବିବାଦକୁ କେନ୍ଦ୍ରକରି ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ । ଚଳିତ…

ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

Posted by - November 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି…

ଟିଟିଲାଗଡରେ ଦୁଇ ଦିନିଆ ଜାତିୟ କୋସଲି ଭାଷା ସମ୍ମିଳନୀର ଆହ୍ବାନ – କୋସଲି ଭାଷାକୁ ଦିଆଯାଉ ସାମ୍ବିଧାନିକ ଅଧିକାର

Posted by - February 22, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) କୋସଲି ଭାଷା ପ୍ରେମୀ ମାନଙ୍କୁ ନେଇ ଦୁଇ ଦିନିଆ ଜାତୀୟ ସ୍ତରୀୟ କୋସଲି ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବରେ ଏକ…