Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

କେସିସି ବ୍ୟାଙ୍କର ସମୀକ୍ଷା ବୈଠକ

115 0

ମୁନିଗୁଡା :(ରମାକାନ୍ତ ପୋଡାଳ )ରାୟଗଡା ଜିଲ୍ଲାର ଡି.ଆର୍.ଡି.ଏ କଲଫେରାନ୍ସ ହଲ ପରିସରରେ କେସିସି ବ୍ୟାଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ କେସିସି ବ୍ୟାଙ୍କ ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ ।ରାୟଗଡା ଜିଲ୍ଲାର ସମସ୍ତ ଲ୍ୟାମ୍ପ ର ପରିଚାଳନା ନିର୍ଦେଶକ ସମେତ କେସିସି ବ୍ୟଙ୍କର ରାୟଗଡା ଶାଖା କର୍ମ୍ଚାରୀ ଯୋଗଦେଇଥିଲେ ।

କେସିସି ବ୍ୟଙ୍କ ଜରୀଆରେ ଗରୀବ ଚାଷୀ ର କିଭଳି ଆର୍ତୀକ ବିକାଶ ସମ୍ଭବପର ହୋଇପାରିବ ସେଥିନେଇ ଆଲୋଚନା ହୋଇଥିଲା ।ନୂତନ ଲ୍ୟାମ୍ପ ପ୍ରତିଷ୍ଠା , ଚାଷୀଙ୍କୁ ବିହନ ଯୋଗାଇବା ,ଖରିଫ ଋତୁରେ ଚାଷୀଙ୍କୁ କମସୁଧରେ ଋଣ ପ୍ରଦାନ କରିବା , ଆଗାମୀ ଦିନ ପାଇଂ ଯୋଜନା ପ୍ରସ୍ତୁତ କରି ଫିଠ କରିବା ନେଇ ବିଷଧ ଆଲୋଚନା ହୋଇଥିଲା ।

Related Post

ମଦର ଘରୋଇ ବିତରଣ ନିଷ୍ପତ୍ତି କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Posted by - May 21, 2021 0
ବରୀ: ୧୮/୫ (ସ୍ନେହଂଶୁ ଶେଖର ମହାନ୍ତି )ସମ୍ପତ୍ତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ସଢୁ ଙ୍କ ମୃତ୍ୟୁ

Posted by - May 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ସଚେତନତା ଓ ଧରପଗଡ଼ ସ୍ଵତ୍ତ୍ଵେ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧିପାଇବାରେ ଲାଗିଛି । ଏହିଭଳି ଏକ…

ନୂଆ ଆଲୋକ ସଂଗଠନ ସମ୍ବର୍ଦ୍ଧିତ

Posted by - December 13, 2019 1,897
ଯାଜପୁର -( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ, ରାଜ୍ୟର ବରିଷ୍ଠ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନ ଦ୍ୱାରା ତାର ସେବାମୂଳକ…

କଳାହାଣ୍ଡି ରେ ପି ସି କେଳେଙ୍କାରୀ, ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି କାହାର ଭାଗ କେତେ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ପି ସି କାରବାର ର ଏକ…