Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ମଟର ସାଇକଲ ଚୋର କୁ ଧରି କୋର୍ଟ ଚାଲାଣ

56 0

କେସିଙ୍ଗା :୮/୫(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଦିନକୁ ଦିନ ଚୋରି ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଗତକାଲି କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଗୋଟିଏ ମଟର ସାଇକଲ ଗାଡ଼ି ଚୋର କୁ ଧରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଚୋର ମାନେ ହେଲେ ଚୁମନ୍ ହରିଜନ (୧୮) ନିବାସୀ ଭାଲୁଚଞ୍ଚରା ଓ ଆଉ ଜଣେ ଅପରାଧୀ ହେଲେ ବିଶାଳ ହରିଜନ(୧୯) ନିବାସୀ ମଧୁପୁର ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁଯାଇ ଗତ ଦୁଇ ଦିନ ତଳେ ଧରା ପଡ଼ିଥିବା ଚୋର ମାନେ କେସିଙ୍ଗା ରୁ ଦୁଇ କିଲୋମିଟର ଦୂର ଜୋଲକୋ ଛକ ଠାରେ ପୁଣି ଆଉ ଗୋଟିଏ ମଟର ସାଇକଲ ଚୋରି କରିବା ପାଇଁ ଆସିଥିଲେ ହେଲେ ଛକ ର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୋଲିସ କୁ ଖବର ଦେଇ ଥିଲେ।

ପରେ କେସିଙ୍ଗା ପୋଲିସ ଦୁଇ ଜଣଙ୍କୁ ଆଣି ପଚରା ଉଚରା କରିବା ପରେ ସେମାନଙ୍କ ପାଖରୁ ଦୁଇଟି ମଟର ସାଇକଲ ଜବତ କରି ଥିଲେ।ଗୋଟିଏ ମଟର ସାଇକଲ ୧୫ ଦିନ ତଳେ କେସିଙ୍ଗା ଖେଳ ପଡିଆ ରୁ ଚୋରି ହୋଇ ଥିଲା।ପୋଲିସ ଦୁଇ ଜଣଙ୍କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି।ଦୁଇଜଣ ଙ୍କ ବେଲ ପିଟିସନ ଖାରିଜ ହେବାରୁ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଜେଲ୍ ପଠାଇ ଯିବାକୁ ପଡ଼ିଛି।

 

Related Post

ଲୋକନାଥ ରଣା ନିଖୋଜ ମାମଲା,ସତହେଲା ଆଶଙ୍କା, ଭାଇ ହେଲା ଭଗାରୀ

Posted by - October 1, 2021 0
ବୌଦ୍ଧ,(ଚିତ୍ତରଂଜନ ସିଂ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ନିଖୋଜ ମାମଲାର ଅନ୍ତ ହୋଇଛି ।…

ମଦ ମାଫିଆ ଙ୍କ ମାଡରେ ୪ ଅବକାରୀ ବିଭାଗ କର୍ମଚାରୀ ଆହତ।

Posted by - October 5, 2019 793
ଛେଣ୍ଡିପଦା -(ମହେଶ ଭୋମରାଜ) ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ…

ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ

Posted by - January 7, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ…

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

Posted by - January 26, 2023 0
ଧର୍ମଗଡ:୨୬/୧(ହେମନ୍ତ କୁମାର ମାଝୀ)ଗତ କିଛି ମାସ ହେବ ଧର୍ମଗଡ ଥାନା ଅଞ୍ଚଳ ରେ ମଟର ସାଇକେଲ ଚୋରି ବୃଦ୍ଧି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ନେଇ ଥାନା…

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହାତା ହାତୀ , ଟାଙ୍ଗିଆରେ ହାତ କାଟି ଦେଲା ସମ୍ପର୍କୟ ଭାଇ

Posted by - July 27, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡୋଗଲ ରେ ଜଣେ…