ହରେକୃଷ୍ଣ ଦାସ ସ୍ମୃତି ସମାରୋହ ଓ କବିତା ପାଠୋତ୍ସବ

79 0

ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟ ପରିସରରେ ନଳିନୀ ପ୍ରଭା ଦାସ ଫାଉଣ୍ଡେସନ ପକ୍ଷରୁ ହରେକୃଷ୍ଣ ଦାସ ସ୍ମୃତି ସମାରୋହ ଓ କବିତା ପାଠୋତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ନଳିନୀପ୍ରଭା ଦାସଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ କୁମାର ମଲ୍ଲିକଙ୍କ ସଂଯୋଜନା ରେ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଓ ଶିକ୍ଷକ ବିନୋଦ ବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କବିତା ପାଠୋତ୍ସବରେ କବି ଅକ୍ଷୟ କୁମାର ପଣ୍ଡାନିରଞ୍ଜନ ପରିଡା ଙ୍କ ସମେତ ଯାଜପୁର ଏବଂ କେନ୍ଦ୍ରପଡା ଜିଳର ବହୁ କବି ଯୋଗ ଦେଇ କବିତା ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

Related Post

ଲାଞ୍ଜିଗଡ଼ ବ୍ଳକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 9, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍…

ଯାଜପୁର ପଂଚମ ଜିଲ୍ଲା ପରିଷଦ ର ଦ୍ବାଦଶ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

Posted by - January 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପଂଚମ ଜିଲ୍ଲା ପରିଷଦ ର ଦ୍ବାଦଶ ସ୍ବତନ୍ତ୍ର ବୈଠକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି . ଏହି ଜିଲ୍ଲା…

ଗଡଜାତ ଅଞ୍ଜଳର ନୁଆଖାଇ

Posted by - September 5, 2022 0
ଏତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ…

ଯାଜପୁର ଏସ.ପି. ଆଜି ବୁଝାଇଲେ, କାଲି ଠୁ ଅଯଥା ରେ ଘରୁ ବାହାରିଲେ ଆଉ ନିସ୍ତାର ନାହିଁ

Posted by - March 23, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଜପୁର ଏସ ପି…

ସମାଜ ସେବୀଙ୍କ ପରଲୋକ

Posted by - March 4, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ ଗ୍ରାମର ଗୌନ୍ତିଆ ତଥା ବିଶିଷ୍ଠ ସମାଜସେବୀ ତ୍ରିଲୋଚନ ଦେହୁରୀଙ୍କ ଆଜି ଅପରାହ୍ନ ଦେହାନ୍ତ…