Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଦହି ସରବତ ବଣ୍ଟନ

53 0

କେସିଙ୍ଗା:୧୭/୦୪(ପ୍ରୀତେଶ୍ କୁମାର ପଟେଲ)ଦିନକୁ ଦିନ ବଢି ଚାଲିଛି ଖରା ।ସବୁଦିନ ପାରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ଥାନା ସମ୍ମୁଖ ରେ ଥାନା ଏସ ଡି ପି ଓ ଏସ ପ୍ରତାପ ଶ୍ରୀମଲ ଙ୍କ ଉପସ୍ଥିତିରେ ପଥଚାରୀ,ବିଭିନ୍ନ କାମରେ ସହର କୁ ଆସୁଥିବା ଜନସାଧାରଣ ଙ୍କୁ ଡାକି ଡାକି ନିଜେ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ସ ର ବ ତ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।

ହଜାର ହଜାର ଲୋକ କୁ ସରବତ ବଣ୍ଟନ କରା ଯାଇ ଥିବା କେସିଙ୍ଗା ପୋଲିସ ପକ୍ଷରୁ ପ୍ରକାଶ।ଆଗାମୀ ଦିନରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ କରି ଜନସାଧାରଣ ଙ୍କ ନିକଟତର ହୋଇ ଲୋକଙ୍କ ଭରସା ଜିତିବା ପାଇଁ ଚେଷ୍ଟା କରିବୁ ବୋଲି ଆଇ ଆଇ ସି ନନ୍ଦ ସାର୍ ପ୍ରକାଶ କରିଛନ୍ତି। କେସିଙ୍ଗା ଆଦର୍ଶ ଥାନା ର ଏହି ପରି ମହତ୍ କାର୍ଯ୍ୟ କୁ ଜନ ସାଧାରଣରେ ପ୍ରଶଂସା କରିଛନ୍ତି।ଏହି ବିତରଣରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ନିଗ୍ଧାରାନି ସୁନା,ଅନୁପ କୁମାର ଶତପଥୀ,ଡି ମୋହନ ରାଓ,ରମେଶ ଚନ୍ଦ୍ର ଦୋରା,ଶ୍ରୀନିବାସ ବିଶ୍ଵାଳ,ସ୍ୱରୂପ ରାଜ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।

 

Related Post

ମାଂସଡା ପଂଚାୟତ ଗୌଡ଼ ସାହି ଅଧିନରେ ସତସଙ୍ଗ ବିହାର ଉତଘାଟିତ 

Posted by - February 20, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଂଚାୟତ ଗୌଡ଼ ସାହି ଅଧିନରେ ସତସଙ୍ଗ ବିହାର ଉତଘାଟିତ ହୋଇଛି l ଏହି ଅବସରରେ ବିଶିଷ୍ଠ ଅତିଥି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ…

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

Posted by - February 14, 2023 0
ଭବାନିପାଟଣା:୧୩/୦୨(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ଆଜି ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆ ରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ…

ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

Posted by - April 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭାରତରତ୍ନ ବାବା ସାହେବ ଡ. ବି.ଆର ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଥମେ…

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଖପ୍ରାଖୋଲ ବ୍ଲକ୍ ଗସ୍ତ ବିଭିନ୍ନ ଯୋଜନାର କଲେ ସମୀକ୍ଷା

Posted by - May 23, 2023 0
ଖପ୍ରାଖୋଲ: ୨୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମଙ୍ଗଳବାର ଖପ୍ରାଖୋଲ ବ୍ଲକ୍ ଗସ୍ତ କରିଥିଲେ। ଏହି ଅବସରରେ ପ୍ରଥମେ ବ୍ଲକ୍ ସମ୍ମିଳନୀ…

ହରିଶଙ୍କର ଓ ତେଲେନପାଲି ଠାରେ ସିଆରପିଏଫ୍ ତରଫରୁ ଜନସଂପର୍କ ଶିବିର, ବିଭିନ୍ନ ଉପକରଣ ବଣ୍ଟନ

Posted by - April 1, 2023 0
ଖପ୍ରାଖୋଲ: ୩୧/୦୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ହରିଶଙ୍କର ଓ ଖପ୍ରାଖୋଲ ଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ଏ ଓ ବି ବେଟେଲିୟାନ ତରଫରୁ ହରିଶଙ୍କର ଓ…