ମୁନିଗୁଡା (ରମାକାନ୍ତ ପୋଡାଲ )ମାନ୍ୟବର ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଗୁଡ଼ାରୀ ଏବଂ ପଦ୍ମପୁର ରେ ମିସନ୍ ଶକ୍ତି ଉଦଘାଟନ ଓ R G Collage library ଗୃହ ର ଉଦଘାଟନ କଲେ ଓ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ଶାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ବିଜୁ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ଏସଏସଡି ଅଧ୍ୟକ୍ଷା ଅନୁଷୟା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ପିଙ୍କୂ ଭାଇ, ବାସା ଭାଈ ଏବଂ ବହୁ ବିଜେଡି କର୍ମି ଉପସ୍ଥିତ ଥିଲେ।
