Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ହାଇସ୍କୁଲ ଛାତ୍ରୀଛାତ୍ର ଙ୍କୁ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଯୋଗାଉ ଥିବା ମାଲିକ ଓ ପୁଅ ସମେତ ୮ ଜଣ ଅଟକ

66 0

କେସିଙ୍ଗା:(ପ୍ରୀଟେଶ ପଟେଲ୍) ହାଇସ୍କୁଲ ଛାତ୍ରୀଛାତ୍ର ଙ୍କୁ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଯୋଗାଉ ଥିବା ସରକାରୀ ସହ ଶିକ୍ଷକ ଓ ଆର.କେ.ଶକୁନ୍ତଳା ଏକାଡେମୀ ରୁପ୍ରା ର ମାଲିକ ଓ ପୁଅ ସମେତ ୮ ଜଣ ଅଟକ,ବିଳମ୍ବିତ ରାତ୍ରି କେସିଙ୍ଗା ପୋଲିସ ଉଠାଇ ନେଲା,ଏସ ପି ଙ୍କ ତଦନ୍ତ ଜାରି ସମଗ୍ର ରାଜ୍ୟରେ ଚାଲିଛି ହାଇସ୍କୁଲ ପରୀକ୍ଷା।

 

ଏହି ପରୀକ୍ଷାରେ ଛାତ୍ରୀଛାତ୍ର ଙ୍କୁ ଆଗତୁରା ପ୍ରଶ୍ନପତ୍ର ପ୍ରସ୍ତୁତ କରି ବିଭିନ୍ନ ସ୍କୁଲ କୁ ଯୋଗାଉଥିବା ଅଭିଯୋଗରେ କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଜିଲା କେସିଙ୍ଗା ସର୍କଲ ଅଧିନସ୍ଥ ରୁପ୍ରା ଗ୍ରାମର ଆର.କେ.ଶକୁନ୍ତଳା ଏକାଡେମୀ ଶିକ୍ଷାନୁଷ୍ଠାନ ମାଲିକ ଓ ପୁଅ ସମେତ ୭ ଜଣ ଏମ ଇ ସ୍କୁଲ ର ସହ କରି ଶିକ୍ଷକ ଜଣେ ଏହିପରି ୮ଜଣ କୁ କେସିଙ୍ଗା ପୋଲିସ ଗତ ତା ୧୫/୦୩ ବିଳମ୍ବିତ ରାତ୍ରିରେ ଘରୁ ଉଠାଇ ନେଇ ଅଟକ ରଖିଛି।

ଏହି ଏକାଡେମୀ ଓ ରୁପ୍ରା ଏମ ଇ ସ୍କୁଲ ର ସରକାରୀ ସହ ଶିକ୍ଷକ ଙ୍କ ସମସ୍ତ ଲେପଟପ,ମୋବାଇଲ କେସିଙ୍ଗା ପୋଲିସ ଜବତ କରିଛି।ଏହି ଖବର ପାଇ କଳାହାଣ୍ଡି ଏସ ପି ଅଭିଜିତ ଜୀ କେସିଙ୍ଗା ଥାନାକୁ ଗସ୍ତ କରି ତଦନ୍ତ କରିଥବାର ଜଣା ପଡ଼ିଛି। କେସିଙ୍ଗା ଏସ ଡ଼ି ପି ଓ ୟେସ ପ୍ରତାପ ଶ୍ରୀମଲ ଓ ଥାନା ଆଇ ଆଇ ସି ଏସ.କେ.ନନ୍ଦଙ୍କୁ ପଚାରିବାରୁ କୌଣସି ସଠିକ ସୂଚନା ଦେବା ପାଇଁ ମନା କରିଥିଲେ l

 

Related Post

ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

Posted by - May 30, 2021 0
ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି…

ମେଘାଜଳ ସେଚନ ପ୍ରକଳ୍ପ ପାଇଁ ଶତାଧିକ ଚାଷୀଙ୍କ  ବିକ୍ଷୋଭ ପ୍ରଦର୍ଶନ,ନାଲି ଫିତା ଭିତରେ ରହିଛି ହରଭଙ୍ଗା ବ୍ଲକର ୩ଟି ମେଘା ପ୍ରକଳ୍ପ

Posted by - December 20, 2022 0
ବୌଦ୍ଧ :୨୦/୧୨(ଚିତ୍ତରଞ୍ଜନ ସିଂ ) ରାଜ୍ୟ ସରକାର ଙ୍କ ପାର୍ବତ୍ୟ ଗିରି ବୃହତ ଉଠା  ଜଳସେଚନ ପ୍ରକଳ୍ପ ଯୋଜନା ଅଧୀନରେ ଚାଳିଶରୁ ଉର୍ଦ୍ଧ ପ୍ରକଳ୍ପ ନିର୍ମାଣ ପାଇଁ,ଗତ…

କରୋନାରେ ଆକ୍ରାନ୍ତ ହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

Posted by - September 25, 2020 0
ଭୁବନେଶ୍ୱର:କରୋନାରେ ଆକ୍ରାନ୍ତ ହେଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍…

ମିଳିଲା ଯାଜପୁରକୁ ୫ କୋଟି ଅନୁଦାନ

Posted by - July 22, 2020 0
ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୋରୋନା ସମୀକ୍ଷା କରିଥିଲେ ।  ଯାଜପୁର ଜିଲ୍ଲାକୁ ଗତ କିଛି ଦିନ ମଧ୍ୟରେ ୨୬ ହଜାରରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ…

ଆଉ ଆଦାୟ ହେବନି ଏକାଧିକ ଫାଇନ୍ ,କେବଳ ସିରିୟସ ଅଫେନ୍ସ ପାଇଁ ହେବ ଜୋରିମନା,ଟୋଲ ଗେଟ୍‌ରେ ଧରାହେବେ ମଦୁଆ ଡ୍ରାଇଭର

Posted by - September 6, 2019 0
ଭୁବନେଶ୍ୱର ୬।୯: ଟ୍ରାଫିକ ନିୟମ ଉଲ୍ଲଂଘନରେ ଏକାଧିକ ଫାଇନ୍ ନେଇ ନୂଆ ନିଷ୍ପତ୍ତି ହୋଇଛି। ଏଣିକି ଆଉ ଏକାଧିକ ପ୍ରକାର ଫାଇନ ଆଦାୟ କରାଯିବନି। ରାଜ୍ୟ ପରିବହନ…