ବିଦେଶୀ ମଦ ସହିତ ଦେଶୀ ମଦ ଜବତ ଜଣେ ଗିରଫ

47 0

କେସିଙ୍ଗା:( ପ୍ରିଟେଶ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପରଲସୀଙ୍ଗା ଗ୍ରାମରେ ଗତକାଲି ରାତିରେ ହର ଦେବ ଗୌଡ (ପିତା ବିଶ୍ଵନାଥ ଗୌଡ ) ନାମକ ଜଣେ ବ୍ୟକ୍ତିଙ୍କ ଘରେ କୌଣସି ସୂତ୍ର ରୁ ଖବର ପାଇ କେସିଙ୍ଗା ପୋଲିସ ଦ୍ବାରା ରେଡ କରାଯାଇ ଥିଲା।ତାଙ୍କ ଘରୁ ୩୫ ବଟଲ ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ,୧୨୦ ପାକେଟ ଦେଶୀ ପାଉଚ୍ ସହିତ ଗୋଟିଏ ଫ୍ରିଜ୍ ମଧ୍ୟ ଜବତ କରାଯାଇଥିବା କେସିଙ୍ଗା ପୋଲିସ ପ୍ରକାଶ କରିଛି।କେସିଙ୍ଗା ପୋଲିସ ୫୨(a) ଓଡ଼ିଶା ଏକ୍ସଆଇଜ ଆକ୍ଟ ୨୦୦୮ ରେ ଗିରଫ କରି କେସ ନ ୯୩ STD ୧୩/୩/୨୦୨୩ ରେ ହର ଦେବ କୁ କୋର୍ଟ ଚାଲାଣ କରିଛି।

Related Post

ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ…

ଡିକି ଭଙ୍ଗା ଚୋର ସକ୍ରିୟ, ମୋଟେର ଛକରୁ ୬ ଲକ୍ଷ ଲୁଟିନେଲେ ଦୁର୍ବୃର୍ତ୍ତ, କୋକସରା ଥାନାରେ ଅଭିଯୋଗ

Posted by - June 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାଇକ ଡିକି ଭାଙ୍ଗି ୬ ଲକ୍ଷ ଲୁଟ ଅଭିଯୋଗ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଛକ ନିକଟରେ…

ଟିଟିଲାଗଡ଼ ପୋଲିସକୁ ବଡ ସଫଳତା- ୮ ଚୋର, ୨୦ ବାଇକ ,୧୦ ମୋବାଇଲ ଜବତ

Posted by - June 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସଫଳତା ପରେ ସଫଳତା ସାଉଁଟିବାରେ ଲାଗିଛି ବଲାଙ୍ଗିର ଜିଲ୍ଲା ପୋଲିସ ଗତ 13-6-2022 ଦିନ ସଇଁନ୍ତଲା ପୋଲିସ ଏକ ଡକାୟତି ଦଳକୁ ଧରିବାରେ ସଫଳ…