ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବୈଠକ

38 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ବୈଠକ ଆୟୋଜିତ ହୋଇଛି । ବୈଠକରେ ଜିଲାର ରୋଗି କଲ୍ୟାଣ ସମିତି, ଆମ ଡାକ୍ତରଖାନା, ରାଷ୍ଟ୍ରିୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ଜିଲାର ସମସ୍ତ ଡାକ୍ତରଖାନାର ନିଜସ୍ୱ କୋଠା ନିର୍ମାଣ, ମରାମତି, ଡାକ୍ତରଖାନା କୋଠାର ନିଜସ୍ୱ ଜାଗା ନେଇ ଜିଲାପାଳ ଗୁରତ୍ୱ ପ୍ରଦାନ କରିଥିଲେ ।

ବୈଠକରେ ନିର୍ମାଣଧିନ ସମସ୍ତ ପ୍ରକଳ୍ପ ଶିଘ୍ର ସଂପୂର୍ଣ୍ଣ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ନ ମିଶ୍ର , ଜିଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର, ଅନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Related Post

କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ନର୍ଲାଠାରେ ଅନୁଷ୍ଠିତ

Posted by - April 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ନର୍ଲା ବିଡିଓଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ…

ଗୁଜରାତି ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ୨୨୩ତମ ଜଲାରାମ ଜୟନ୍ତି ପାଳିତ

Posted by - November 1, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଗୁଜୁରାତି ସମାଜର ଇଷ୍ଟ ଦେବତା ହେଲେ ପ୍ରଭୁ ଜଲାରାମ, ତାଙ୍କର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ସବୁ କାର୍ଯ୍ୟ…

ନବରଙ୍ଗପୁର ପୁରୁଣା ଜେଲ ରେ କ୍ରାନ୍ତି ଦିବସ ପାଳନ

Posted by - August 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ତୋହସିଲ କାର୍ଯ୍ୟାଳୟ ପରିସର ରେ ଥିବା ପୁରୁଣା ଜେଲ ରେ ସହିଦ ସୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।…

ଖରଭୁଇଁ ପଥର କ୍ବାରୀ ଉଛେଦ ପ୍ରସଙ୍ଗ,ଗ୍ରାମବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

Posted by - July 16, 2021 0
ବୌଦ୍ଧ୧୬/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ଥ କ୍ରସର କୁ ବନ୍ଦ କରିବା ନେଇ ପୁର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ…