ଚତୁର୍ଥ ଦିନରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ

46 0

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ ଚତୁର୍ଥ ଦିନରେ ସମର୍ଥନ ଦେଇ ଧାରଣା ରେ ବସିଲେ ବିବେକ ସେନା ର ରାଷ୍ଟୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଜୁନାଗଡ 12/03/2023 ଜୁନାଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା, ମେଡ଼ିସିନ ସରର୍ଜ଼ରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବି ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ ଚତୁର୍ଥ ଦିନ ରେ ପହଁଚିଛି|

ଏହାକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି |ବିବେକ ସେନା ର ରାଷ୍ଟ୍ରୀୟ ଅଧକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ | ଏହି ଧାରଣାକୁ ଜିଲ୍ଲା ର ବହୁ ସଂଗଠନ ର କର୍ମକର୍ତ୍ତା ସାମିଲ ହୋଇ ସମର୍ଥନ ଜଣାଇଥିବା ବେଳେ ଆମରଣ ଅନଶନ ରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମିରଞ୍ଜନ ନାୟକ ଓ ପ୍ରଭାତ ଦାଶ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି ଏବଂ ଡାକ୍ତର ଆସି ସ୍ୱାସ୍ଥ୍ୟବସ୍ଥା କୁ ନିରୀକ୍ଷକ କରୁଥିବା ସୂଚନା ମିଳିଛି | ଦାବି ପୂରଣ ନ ହେବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି ସମିତି ତରଫରୁ ସୂଚନା ମିଳିଛି |

Related Post

ମୁଖ୍ୟ ରାସ୍ତାର  କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍ୱିଫ୍ଟ ଡିଜାୟାର

Posted by - January 8, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର  କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍ୱିଫ୍ଟ ଡିଜାୟାର…

ଭାଙ୍ଗିଲା ଦାମେଇପାଳି ପୁରୁଣା ସ୍କୁଲ ଘର, ଅଳ୍ପକେ ବଞ୍ଚିଲେ ଛାତ୍ରୀ ଛାତ୍ର, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

Posted by - September 24, 2022 0
ଖପ୍ରାଖୋଲ :  (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନ ରେ ଆକସ୍ମିକ…

ନିଜାମୁଦ୍ଦୀନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ,ଡ଼ରନ୍ତୁ ନାହିଁ, ନିଜ ଆଡୁ ୧୦୪ ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ

Posted by - April 4, 2020 1,100
ଭୁବନେଶ୍ୱର: ମରକଜ୍ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଲୋକେ ନିଜ ଆଡ଼ୁ ଆସି ତଥ୍ୟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୪ରେ ତୁରନ୍ତ ଯୋଗାଯୋଗ…

ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି,ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା

Posted by - June 11, 2021 0
ମାଲକାନଗିରି:(ଅବଦୁଲ ଘନୀ )ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଜିଓଙ୍କ ଦାବି ମୁତାବକ ପିସି ନଦେବାରୁ…