ଓଡ଼ିଶାର ବରପୁତ୍ର ଙ୍କ ୧୦୭ତମ ଜୟନ୍ତୀ ଅବସରରେ ବ୍ଲକ ପରିସରରେ ଚର୍ଚ୍ଚିତ ଦୁଇଗୋଟି ଦିବସ ପାଳିତ

50 0

ବୌଦ୍ଧ::୫/୩(ଚିତ୍ତରଞ୍ଜନ ସିଂ)ପ୍ରବାଦ ପୁରୁଷ ଓଡ଼ିଶାର ବରପୁତ୍ର ବିଜୁ ବାବୁ ଙ୍କ 107ତମ ଜୟନ୍ତୀ ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଚର୍ଚ୍ଚିତ ଦୁଇଟି ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି!

ହରଭଙ୍ଗା ବ୍ଲକ ସଭାଗୃହ ରେ ଆଜି ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ବୌଦ୍ଧ ଆନୁକୂଲ୍ୟରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଲୋକ ସେବା ଦିବସ ପାଳନ ଅବସରରେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ-ସରୋଜ ପ୍ରଧାନ,bdo ହରଭଙ୍ଗା ଶ୍ରୀମତୀ ସ୍ୱପ୍ନିତା ନାୟକ,ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ମେମ୍ବର, ଉପସ୍ଥିତ ରହି ଏହି ଦିବସ ପାଳନ କରିଥିଲେ!ବିଜୁ ବାବୁ ଙ୍କ ସ୍ବପ୍ନ ର ଓଡିଶା, ଲୋକାଭିମୁଖୀ କାର୍ଯ୍ୟକ୍ରମ, ଓ ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଭିଡ଼ିଓ ମାଧ୍ୟମରେ ସମସ୍ତ ଙ୍କ ଗୋଚର କରିବା ସହିତ ପଂଚାୟତ ସ୍ତରୀୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ କରଞ୍ଜ କଟା ପଂଚାୟତ କୁ ଟ୍ରଫି ସହିତ ପ୍ରଥମ ପୁରସ୍କାର, ଲୁଣିବାହାଲ ପଂଚାୟତ କୁ ଦ୍ୱିତୀୟ ଓ ବାଣିଭୂଷଣ ପୁର ପଂଚାୟତ ତୃତୀୟ ପୁରସ୍କାର ମଂଚାସୀନ ଥିବା ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ ଅନ୍ୟପଟେ ବ୍ଲକ ପରିସର ଭିତରେ ଭାରତୀୟ ଜନତା ପାର୍ଟି ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା

ରାଜ୍ୟ ସରକାରଙ୍କ ଙ୍କ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ତା ବିରୁଦ୍ଧ ରେ ଏହି ସଭା ଆୟୋଜନ କରାଯାଇଥିଲା, ସମସ୍ତ ବିଜେପି କର୍ମୀ ମାନେ ମାର୍ଚ୍ଚ ପାଞ୍ଚ ତାରିଖ କୁ, ବିଜେଡ଼ି ଶାସନ ରେ ବିପର୍ଯ୍ୟସ୍ତ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରତିବାଦ ରେ ଭ୍ରଷ୍ଟାଚାର ଦିବସ ଭାବରେ ମୁହଁ ରେ କଳା ପଟି ବାନ୍ଧି ପାଳନ କରିଥିଲେ, ଏବଂ ସମ୍ପୂର୍ଣ ନିରବ ସହ ପ୍ରତିବାଦ କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ, ପୂର୍ବତନ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣି ଗ୍ରାହୀ, ମାଗୁଣି ଗାଈଗୋରିଆ, ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସୁବ୍ରତ ପ୍ରଧାନ, ଯୁବ ମୋର୍ଚ୍ଚା ସମ୍ପାଦକ ଅଜିତ ବାଘ, ଆଠ ନମ୍ବର ଜଣ ମଣ୍ଡଳ ସଭାପତି ବାମନ ବାରିକ, ସୁଧାଂଶୁ ରଥ, ବିକ୍ରମ ପ୍ରଧାନ,ସୁଧୀର ରଣା,ପ୍ରମୁଖ ଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l

Related Post

ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାଁ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାଁ। ୧୮ ଜଣ  କାଉନସିଲର ପ୍ରାର୍ଥୀ…

ବୋଟାନିକାଲ୍ ଗାର୍ଡେନରେ ବଣ ଭୋଜି ପାଇଁ ମିଳିଲା ଅନୁମତି

Posted by - December 1, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କଟକଣା ଭିତରେ ଚାଲିଛି ପର୍ଯ୍ୟ ଟନ ରୁତୁ ।ପର୍ଯ୍ୟଟକ ମାନଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନରେ ବଢିବାକୁ ଲାଗିଛି ।ଉଭୟପାର୍କ…

ସମ୍ବଲପୁର ରେ ପବିତ୍ର ଗଣପର୍ବ ନୂଆଖାଇ ପାଇଁ ବ୍ଯାପକ ପ୍ରସ୍ତୁତି

Posted by - August 30, 2022 0
ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ପବିତ୍ର ମହାନ ଗଣପର୍ବ ନୂଆଁଖାଇ ପାଇଁ ଏବେ ଚଳଚଞ୍ଚଳ ହୋଇଛି ସମ୍ବଲପୁର ସହର । ସବୁଠି ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି…

ଜାଣନ୍ତୁ କ’ଣ ଏହି ଧାରା ୩୭୦

Posted by - August 5, 2019 833
ନୂଆଦିଲ୍ଲୀ: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅନୁଛେଦ ୩୭୦…

ଯାଜପୁର ବଡ଼ଚଣା ଡାକ୍ତରଖାନାରେ ରୋଗୀ ସେବା ଅଭିଯୋଗରେ ନକଲି ଡାକ୍ତର ଗିରଫ

Posted by - June 25, 2019 0
ଗତ ୨୧ତାରିଖ ରାତିରେ କଢାଇ ନୂଆଶାସନ ଗ୍ରାମର ନିହାର ସାମଲ ବଡ଼ଚଣା ଡ଼ାକ୍ତରଖାନାରେ ଷ୍ଟେଥିଶସ୍କୋପ୍ ଲଗେଇ ଡାକ୍ତରଙ୍କ ଭଳି ବୁଲୁଥିଲା । ମହିଳାଙ୍କ ୱ।ର୍ଡ଼ରେ ଜଣେ ମହିଳାଙ୍କ…