7 ବର୍ଷ ଶିଶୁପୁତ୍ର ର ମୁଣ୍ଡ ବଢିବା ପ୍ରସଙ୍ଗ ଉଚ୍ଚତର ଚିକିତ୍ସା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ବଢ଼ାଇଲା ହାତ

37 0

ହରଭଙ୍ଗା :2/3(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ଗ୍ରାମର ଅମିତ ଦେହୁରୀ ଙ୍କ 7ବର୍ଷ ର ପୁଅ ଅଂଶୁମାନ ର ଦିନକୁ ଦିନ ମୁଣ୍ଡ ବୃଦ୍ଧି ପାଇବା ସହ ଉକ୍ତ ଶିଶୁ ର ଶରୀର ବିକଳାଙ୍ଗ ହେବାକୁ ଲାଗିଥିଲା l କିନ୍ତୁ ଅମିତ ଏକ ଦିନ ମଜୁରିଆ ର ଥିବାରୁ ଧାର କରଜ ଓ ଜମିବାଡ଼ି ବନ୍ଧକ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅ ର ଚିକିତ୍ସା ସେବା କରିବା ରେ ଅସମର୍ଥ ଥିଲେ l ଶେଷରେ ଭଗବାନ ଙ୍କ ଭରସା ରେ ଦିନ କାଟୁଥିଲେ l

ଏହି ଖବର ଗଣମଧ୍ୟମ ରେ ପ୍ରସାରଣ ପରେ ଗୁରୁବାର ଦିନ ବ୍ଲକ ପ୍ରଶାସନ ମୁଖ୍ୟ ବିଡ଼ିଓ ସ୍ୱପ୍ନିତା ନାୟକ ବଳଦମୁଣ୍ଡା ଅମିତ ଦେହୁରୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କ ରେ ପଚାରି ବୁଝିବା ସହ ଜିଲ୍ଲା ପାଳ ଙ୍କ ସହିତ ଯୋଗାଯୋଗ କରି ଏକ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ପ୍ରଥମେ ବୌଦ୍ଧ ମେଡିକାଲ ପଠାଇବା ଥିଲେ ଓ ସେଠାରୁ କଟକ ଏସସିବି ମେଡିକାଲ କୁ ଚିକିତ୍ସା ପାଇଁ ପଠାଯିବା ର ବ୍ୟବସ୍ତା କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି l ପ୍ରକଶ ଥାଉକି ଉକ୍ତ ଘଟଣା କୁ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ସହାୟତା ହାତ ବଢ଼ାଇଥିବାରୁ ପରିବାରଲୋକ ଉଭୟ ଙ୍କୁ ସାଧୁବାଦ ଜଣାଇଛନ୍ତି

Related Post

ନୀଳଗିରିରେ କରୋନା ଟିକାକରଣ ର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟକ

Posted by - January 17, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ରେ ଉପଖଣ୍ଡ ସ୍ତରୀୟ କରୋନା ଟିକାକରଣ ର, ଫିତା କାଟି ଶୁଭାରମ୍ଭ କରିଥିଲେ,…

ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅନ୍ୟତ୍ର ବଦଳି ପାଇଁ ଅବିଭାବକଙ୍କ ଦାବୀ ପାଠ ପଢା ବନ୍ଦ,ସ୍କୁଲ ରେ ପଡିଲା ତାଲା

Posted by - November 25, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଶାମ୍ପୂଚ ପଂଚାୟତ ଭରତାପୁର ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନମୁଖୀ ଓ ସ୍କୁଲ ର ବିଭିନ୍ନ ଉନ୍ନୟନ ମୂଳକ…

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୋଲିସ ର ଚଢ଼ାଉ ୧୮ ଦାଦନ ଶ୍ରମିକ ଉଦ୍ଧାର

Posted by - November 19, 2022 0
ଖପ୍ରାଖୋଲ ୧୯/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢ଼ାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି…

ଏଟିଏମ୍ ପାଇଁ ଟଙ୍କା ନେଇ ଯାଉଥିବା ଗାଡ଼ି ଓଲଟିଲା

Posted by - March 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଲଟି ପଡିଲା ଟଙ୍କା ଭର୍ତ୍ତି ଗାଡି । ସୁବର୍ଣ୍ଣପୁର – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସୁବର୍ଣ୍ଣପୁର ଜିଲ୍ଲାର ଖମ୍ବେଶ୍ବରିପାଲି ନିକଟରେ ଭାରସାମ୍ୟ…

ପୋଖରୀରେ ଫସିଥିବା ଦନ୍ତାହାତୀର ମୃତ୍ୟୁ

Posted by - June 22, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ଫରେଷ୍ଟ ରେଞ୍ଜର ସାପଲହରା ପୋଖରୀ ରେ ଫସିଥିବା ଦନ୍ତାହାତୀ ର ଆଜି ମୄତ୍ୟ ହୋଇଥିବା ଜଣାପଡିଛି । ବହୁଦିନ ହେବ…