କୂଅ ରେ ପଡି ବାଛୁରୀ ମୃତ, 2 ଗୁରୁତର

38 0

ହରଭଙ୍ଗା: 2/03(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁମାରିଗ୍ରାମର ନୁଆଁ ସାହି ଠାରେ ଥିବା ବାଙ୍କ ଦେବୀ କୂଅ ଭିତରେ ଗୁରୁବାର ସକାଳେ 4ଗୋଟି ଗାଈବାଛୁରୀ ହଠାତ ଖସି ପଡ଼ିଥିଲେ l ସୂଚନାମତେ ଗ୍ରାମ ମଧ୍ୟ୍ୟ ରେ ଥିବା ଖୋଲା କୂଅରେ ରାସ୍ତା ରେ ଯାଉଥିବା 4ଟି ବାଛୁରୀ କୌଣସି ମତେ ଖସି ପଡ଼ିଥିଲେ l

ଘଟଣା ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ବାଛୁରୀକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେକିନ୍ତୁ ସମ୍ଭପର ହୋଇପାରିନଥିବାରୁ ଅଗ୍ନିଶମ ବାହିନୀ କୁ ଖବର କରିଥିଲେ!ଖବର ପାଇ ଚାରିଛକ ଅଗ୍ନିଶମ ପହଁଚି କୂଅ ଭିତରୁ ବାଛୁରୀଙ୍କୁ ଉଦ୍ଧର କରିଥିଲା l ଏଥିରେ 2ବାଛୁରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ 2ଗୁରୁତର ଥିବା ଜଣାପଡିଛି l ଉକ୍ତ ଗାଈବାଛୁରୀ ମାଲିକ ଜଣାପଡିନଥିବା ବେଳେ ତୁରନ୍ତ ଖୋଲା କୁଅଁ ଚତୃପାର୍ଶ୍ଵ କୁ ଢାଙ୍କୁଣୀ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

Related Post

ସାମ୍ପୋଜ ହାଇସ୍କୁଲରେ ହିନ୍ଦୀ ପଖୱାଡା ଅବସରରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହିନ୍ଦୀ ପଖୱାଡା ଉପଲକ୍ଷେ ହରଭଙ୍ଗା ବ୍ଲକ ସମ୍ପୋଚ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

Posted by - December 15, 2021 0
ଭୁବନେଶ୍ୱର ତା ୧୪.୧୨: ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହା ସମାରୋହରେ…

ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ବୈଠକ ଅନୁଷ୍ଠିତ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ପୌରପାଳିକା ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ…

୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବ ସୁନି ଇଜତେମା

Posted by - February 24, 2020 584
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ…

ଭାନପୁରରେ ଆର୍ଯ୍ୟନ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବୁକାଝୁଲା ଦଳ ଚାମ୍ପିଅନ

Posted by - December 30, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଭାନପୁର ଠାରେ ଚାଲିଥିବା ଆର୍ଯ୍ୟନ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚ୍ ବୁକାଝୁଳା…