Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କଣ୍ଟାମାଲ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଭାଷୀଙ୍କ ଠାରୁ ମାଣ୍ଡିଆ କିଣା

58 0

ବୌଦ୍ଧ:୨୪/୨(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର କଣ୍ଟାମାଲ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଭାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି। ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି। ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଶ୍ରୀ ଉମାକାନ୍ତ ବଳିଆରସିଂ ଉଦଘାଟନ କରିଥିଲେ।

ଜିଲ୍ଲାରେ ସମୁଦାୟ ୫୧୭ ହେକ୍ଟର ରେ ମାଣ୍ଡିଆ ଚାଷ କରାଯାଇଛି । ସରକାରୀ ନ୍ୟୁନତମ ସହଯୋଗୀ ଦର କୁଇଣ୍ଟାଲ ପ୍ରତି ୩୫୭୮ ମୂଲ୍ୟ ଦରରେ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସରକାର ତିଡିସିସି ମାଧ୍ୟମରେ କ୍ରୟକରିବେ ଓ ମଣ୍ଡିଆ ମଣ୍ଡି ଆୟୋଜନ ରେ ବିଭାଗୀୟ ସହଯୋଗୀଭାବରେ ଜିଲ୍ଲା ନିୟନ୍ତ୍ରିତ ବଜାର ସମିତି, ଜିଲ୍ଲାସମବୟ ସମିତି, ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ, ପଞ୍ଚାୟତ ଅଧିକାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲିବୌଦ୍ଧ ଜିଲ୍ଲା ମିଳେଟ୍ସ କ୍ଷୁଦ୍ରଶସ୍ୟ ମିଶନ ର ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ ସୂଚିତ କରିଥିଲେ।

ଚଳିତ ରବି ଋତୁରେ ୧୫୦ ହେକ୍ଟର୍ ଓ ଆସନ୍ତା ଖରିଫ ଋତୁରେ ୧୫୦୦ ହେକ୍ଟର୍ ମଣ୍ଡିଆ ଚାଷ ସମଗ୍ର ଜିଲ୍ଲାରେ କରାଯିବ, ଏହା କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ଅୟର ସ୍ରୋତ ହେବ।

Related Post

ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

Posted by - May 31, 2022 0
ବଙ୍ଗୋମୁଣ୍ଡା:୩୧/୫(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାର ଙ୍କୁ ଦେଢ଼ଗାଁ ଗ୍ରାମ ର ଡେଂଗପଦର ପଡାର ମୃତ ଦାଦନ ଶ୍ରମିକ ଲମ୍ବୋଦର ପୁଞ୍ଜି ଙ୍କ ପରିବାରକୁ ସରକାରୀ ସହାୟତା…

ଉତ୍ତମ ଶାସନ ସପ୍ତାହ ପାଳନ ଉପଲକ୍ଷେ ଗାଁ ଅଭିମୁଖେ ପ୍ରଶାସନ

Posted by - December 22, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଗ୍ରାମବାସୀ ଙ୍କୁ ଆଉ ପ୍ରଶାସନ ପାଖରେ ପହଂଚି ବାକୁ ପଡ଼ିବନି l ପ୍ରଶାସନ ଏବେ ଗ୍ରାମବାସୀ ଙ୍କ ପାଖରେ ପହଂଚିବ l ସୁ ଶାସନ…

ଫଟୋଗ୍ରାଫି ଆସୋସିଏସନର ବାର୍ଷିକ ଉତ୍ସବ

Posted by - November 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଫଟୋଗ୍ରାଫି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫଟୋଗ୍ରାଫର ମାନଙ୍କୁ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସମ୍ବଲପୁର…

ରବି ରୁତୁ ଜଳସେଚନ ବ୍ୟବସ୍ଥା ରେ ଅନିଶ୍ଚିତତା, ସର୍ବନିମ୍ନ ସ୍ତରରେ ଇନ୍ଦ୍ରାବତୀ ଜଳଭଣ୍ଡାର

Posted by - May 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡିର ଜୀବନ ରେଖା ବୋଲାଉଥିବା ଉପର ଇନ୍ଦ୍ରାବତୀ ଯୋଜନା ଚଳିତ ରବି ଋତୁରେ ଜଳସେଚନ ବ୍ୟବସ୍ଥା କୁ…

ଟିଟିଲାଗଡ ଡାକ କର୍ମଚାରୀଙ୍କ ମଧ୍ୟାନ୍ନ ବିରତିରେ ବିକ୍ଷୋଭ ପ୍ରର୍ଦଶନ

Posted by - January 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମୁଖ୍ୟ ଡାକ ଘର ଆଗରେ ଡାକ କର୍ମଚାରୀମାନେ ମଧ୍ୟାନ୍ନ ବିରତି ରେ ପୂର୍ବତନ ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ…