ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

62 0

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ) ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଙ୍କ ଏହି ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ୨୨ ଗୋଟି ପଂଚାୟତ ରେ ସ୍ଥାନୀୟ ବିଜେଡି କର୍ମୀ ମlନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବ୍ଲକର, ରାମଗଡ଼ ପଂଚାୟତ ର ଏହି ଗଣ ଧାରଣାରେ ବିଜେଡି କର୍ମୀ ଅଜିତ କ୍ଷେତ୍ତି, ପ୍ରମୋଦ ବିଶି, ମାନଭଞ୍ଜନ ମହାପାତ୍ର, ଚିନ୍ତାମଣି କର୍ଣ୍ଣ, ଏକାଦଶୀ କର୍ଣ୍ଣ, ଶୁଭେନ୍ଦୁ ଯୋଶୀ,ସରପଞ୍ଚ -ପ୍ରଭାସିନୀ ଯୋଶୀ, ପୂର୍ବତନ ସରପଞ୍ଚ -ନରେଶ ସେଠି, ଗୋପବନ୍ଧୁ ମହାପାତ୍ର, ସଂଜୀବ ପ୍ରଧାନ ଆଦି ସାମିଲ ରହିଥିଲେ। ସେହିପରି ତିଲେଶ୍ୱର, ଧଳପୁର, ପୁରୁଣା କଟକ, ହରଭଙ୍ଗା, ମହାଳିକ ପଡା, କୁସଙ୍ଗ, ତଳ ଗାଁ, ବିରନାରସିଂହପୁର ଆଦି ପଂଚାୟତ ଗୁଡିକରେ ଏହି ପ୍ରତିବାଦ ଗଣଧାରଣା ଦେଖିବାକୁ ମିଳିଥିଲା

Related Post

ପୋଖରୀରେ ବୁଡି ଦୁଇବର୍ଷର ଶିଶୁକନ୍ୟାର ମୃତ୍ୟୁ

Posted by - July 19, 2021 0
ମାଥିଲି:(ଅବଦୁଲ ଗନି)ପୋଖରୀରେ ବୁଡି ଦୁଇବର୍ଷର ଶିଶୁକନ୍ୟା ର ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡ଼କାମୀଗୁଡା ର ଭାଗିରଥି କଟିଆ ଙ୍କ…

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତରିୟ ବୈଠକ ଏବଂ କର୍ମକର୍ତ୍ତା ଚୟନ

Posted by - June 20, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ ନୂତନ କର୍ମ କର୍ତ୍ତା ଚୟନ ଏବଂ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚିତ ହୋଇଥିବା ସରପଞ୍ଚ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି l ଏହି ପରିପ୍ରେକ୍ଷୀରେ ଆଜି…

ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ କର : ଜିଲ୍ଲାପାଳ

Posted by - April 23, 2020 0
ଯାଜପୁର: ଶିଳ୍ପସଂସ୍ଥା ମାନଙ୍କରେ ସାମାଜିକ ଦୂରତା ସହ ସରକାରୀ ନିୟମାବଳୀକୁ ଅନୁପାଳନ କରି ଉତ୍ପାଦନ ଚାଲୁ କରିବାକୁ ସରକାର ନିର୍ଦ୍ଧେଶାନାମା ଜାରି କରିଛନ୍ତି । ତେଣୁ ସମସ୍ତ…