ଜୀବଜନ୍ତୁ କଲ୍ୟାଣ ଦିବସ ପାଳନ

31 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରାରେ ଜୀବଜନ୍ତୁ କଲ୍ୟାଣ ଦିବସ ପାଳନ ହୋଇଯାଇଛି l ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିରେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦା. ପ୍ରଦୀପ୍ତ କୁମାର ରଥ, ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କଂହର ଯୋଗଦେଇ ଜୀବଜନ୍ତୁ କଲ୍ୟାଣ ନିମନ୍ତେ ବକ୍ତବ୍ୟ ରଖିଥିଲେ l

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ନିରୋଦ ଚନ୍ଦ୍ର କହଁର ଓ ପ୍ରଭାସ କୁମାର ବେହେରା, ନୋଡାଲ ଅଧିକାରୀ ଡ଼ା ସଂଘମିତ୍ରା ପରିମାଣିକ, ମଥୁରା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର କଂହର, ଯୋଗଦେଇଥିଲେ l ଉକ୍ତ ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l

ଆଲୋଚକ ଭାବେ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ର ସମ୍ପାଦକ କୃତ୍ତିବାସ ପଲିଆ ଯୋଗ ଦେଇ ଥିଲେ l ଏଥିରେ ହରଭଙ୍ଗା ବ୍ଲକ ର ପ୍ରାଣୀ ଚିକିତ୍ସକ, ପ୍ରାଣୀ ମିତ୍ର ମାନେ ଯୋଗଦେଇଥିଲେ l ଏହି ଅବସରରେ ପ୍ରାଣୀ କଲ୍ୟାଣ ଉପରେ ଯୁବ କବି ରୋହିତ କୁମାର ଦୀପ ସ୍ବରଚିତ କବିତା ପଠନ କରିଥିଲେ l ଶେଷରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରତିଭା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ଅତାବିରା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

Posted by - January 16, 2022 0
ବରଗଡ/ଅତାବିରା:ବରଗଡ ସମ୍ବଲପୁର ୫୩ ନମ୍ବର ଜାତିୟ ରାଜପଥ ଦିନକୁ ଦିନ ମରଣଯନ୍ତା ସାଜିବସିଛି ।ଏହି ରାସ୍ତାରେ ଦୁର୍ଘଟଣା ମାନ ଧିରେ ଧିରେ ବଢିବାକୁ ବସିବା ସହ ଦ୍ରୁତ…

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ପାଟଣାଗଡ଼ ବ୍ଲକ ପୋଡଛାପର ଉ. ପ୍ରା ସ୍କୁଲରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - September 24, 2022 0
ପାଟଣାଗଡ଼ : (ତାପସ ରଞ୍ଜନ ବେହେରା)  ପାଟଣାଗଡ଼ ଉପଖଣ୍ଡ ପୋଡ଼ଛାପର ଉପ୍ରା ସ୍କୁଲରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ଵାରା ଅନୁଷ୍ଠିତ…

୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ ଅଟକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଆନୁମାନିକ ୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - June 7, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…