ଟୋକେନ ସମସ୍ୟା ନେଇ ପେକ୍ସରେ ତାଲା ମାରିଲେ ଚାଷୀ

80 0

ଧର୍ମଗଡ଼: ତା ୧୫/୧୨/୨୨ଟୋକେନ ସମସ୍ୟାକୁ ନେଇ ତାତିଲେ ଚାଷୀ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇରପଦର ପେକ୍ସ କର୍ମଚାରୀ ଙ୍କ ଦାଇତ୍ୱ ହୀନତା ଯୋଗୁଁ 55 ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକୃତ କରିବା ପାଇଁ ପେକ୍ସ କର୍ମଚାରୀ ଙ୍କୁ ସମସ୍ତ ଡକୁମେଣ୍ଟ ଦେବା ସତ୍ୱେ ପେକ୍ସ କର୍ମଚାରୀ ଙ୍କ ଖମକିଆଳି ପାଇଁ ରେଜିଷ୍ଟ୍ରେସ ହୋଇ ପାରି ନାହିଁ ଯାହା ଫଳରେ ଚଳିତ 55 ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି l

ଏନେଇ ଆଜି ପଞ୍ଜିକରଣ ହୋଇ ପାରି ନ ଥିବା ଚାଷୀ ମନେ ପେକ୍ସ ରେ ତାଲା ମାରି ବନ୍ଦ କରିଛନ୍ତି l ସମସ୍ୟା ର ସମାଧାନ ନ ହେବା ଯାଏ ଆନ୍ଦୋଳନ ଚାଲିଥିବ ବୋଲି ଚେତାବନୀ ଦେଇଛନ୍ତି l ଆନ୍ଦୋଳନ ରେ ଚାଷୀଙ୍କ ସମର୍ଥନ ପାଇଁ ଚାଷୀ ନେତା ଦିଗମ୍ବର ଦୁରିଆ, କୃଷି ଓ କୃଷକ ସଂଗଠନ ସଭାପତି ଲଷ୍ମୀ ବାଗ ଆନ୍ଦୋଳନ ରେ ଯୋଗଦେଇ ଥିଲେ l ଉତ୍ତେଜନା କୁ ରୋକିବା ପାଇଁ ଘଟଣା ସ୍ଥଳରେ ଧର୍ମଗଡ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ଦେଖିବାକୁ ମିଳିଛି l ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ

Related Post

ବରୀରେ ବୁଲିଲା ନିଧି ସମର୍ପଣ ରଥ

Posted by - January 23, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ଶହ ଶହ ବର୍ଷର ସ୍ୱପ୍ନ ସାକାର ହେବାର ଅଲୈାକିିକ ମୁହୂର୍ତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଆସି ଉପସ୍ଥିତ ହେଲା ।…

କୋର୍ଟ ନୋଟିସକୁ ଅବମାନନା କରି ଗୃହ ନିର୍ମାଣ

Posted by - April 21, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଆତଙ୍ଗ ନାସନ ହାଇସ୍କୁଲରେ କୋର୍ଟ ନୋଟିସକୁ ଅବମାନନା କରି ଗୃହ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି…

୪ ବର୍ଷ ହେଲା ବାହାଳି ପୋଲ ଅଧପାଆନ୍ତିରିଆ ଦାବି ପୁରଣ ନହେଲେ ରାସ୍ତା ରୋକ

Posted by - June 29, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣିଭୁଷଣପୁର ପଂଚାୟତ ବାହାଲି ଗ୍ରାମକୁ ଯିବାଆସିବା ପାଇଁଁ ହେଲେ ବାଟରେ ବାଧକ ସାଜିଥାଏ ବାହାଲି ନାଳ। ଏହାର ସମାଧାନ ପାଇଁଁ…

ରାଜଧାନୀ ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

Posted by - June 4, 2020 97
ଭୁବନେଶ୍ବର : ମାର୍ଚ୍ଚ ୨୪ରୁ ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। ଏହି ଅବଧି ମଧ୍ୟରେ ଭୁବନେଶ୍ବରକୁ ୨୧୮୮ଜଣ ଫେରିଲେଣି। ମୋଟ୍‌ ୧୦୬୬୧ଜଣ ଫେରିବାକୁ…

ଓଡିଶାରେ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ଇଭିଏମ ଜରିଆରେ ହେବ ୧୧୦ ପୌରାଞ୍ଚଳ ନିର୍ବାଚନ

Posted by - February 10, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଫେବୃୟାରୀ ୧୦ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନ ଙ୍କ ଆହ୍ୱାନ କ୍ରମେ ଆଗାମୀ ପୌରାଞ୍ଚଳ ନିର୍ବାଚନ ନେଇ…