Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମୁନିଗୁଡା ବ୍ଲକ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ ତରଫରୁ ଅନଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

53 0

ମୁନିଗୁଡା/ରାୟଗଡା-୨୪/୧୧/୨୨(ରମାକାନ୍ତ ପାଡାଲ୍)ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଗନୱାଡି ଆସୋସିଏସନ ତରଫରୁ ମୁନିଗୁଡା ICDS କେନ୍ଦ୍ରରେ 8ଦଫା ଦାବି ନେଇ ଅନଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ରେ ଓଲ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ l ସରକାର ଯୋଜନା କୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ଶିଶୁ ଓ ମାଁ ମୃତ୍ୟୁ ହାର କମାଇବାରେ ଅଙ୍ଗନବାଡି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖା କୁ ବିରୋଧ କରିଥିଲେ l

ସରକାର ଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ୱାରା କର୍ମୀ ମାନେ ବିଭ୍ରାନ୍ତ ହେଉଥିବା ରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ଖାତା ମାଧ୍ୟମରେ କରିବାପାଇଁ ସରକାର ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଅଙ୍ଗନବାଡି କର୍ମୀ ଙ୍କ ଦରମା ବିଭାଜିତ ଯାହାକି ଅଙ୍ଗନବାଡି କର୍ମୀଙ୍କୁ ୧୮,୫୦୦ /-ମିନି ଅଙ୍ଗନବାଡି ଙ୍କୁ ୯୫୦୦୦ /-ଦରମା ଦେବାପାଇଁ ସ୍ଲୋଗାନ ଦେଇଥିଲେ l

ଶେଷରେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତା କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଥିଲେ l ଭାରତୀୟ ମଜଦୁର ସଂଘ ର ସମ୍ପାଦକ ଯୋଗେଶର ଦାସ, ଅଲ ଓଡିଶା ଅଙ୍ଗନବାଡି ୱାର୍କର ଆସୋସିଏସ ଓ ମୁନିଗୁଡା ବ୍ଲକର ସଭା ନେତ୍ରୀ ଶ୍ରମତି ଜସ୍ନାରାଣି ସାହୁ ଆମ ପୁରଣ ନହେଲା ଯାଇ ନିଦ୍ଦେର୍ଶଟ କାଲ ଧାରଣ ବସି ପ୍ରତିକ୍ରିୟା ଦେଇଛନ୍ତି

Related Post

ଖୋଲିଲା ହିରାକୁଦ ଜଳଭଣ୍ଡାର ର ପ୍ରଥମ ବନ୍ୟାଜଳ ନିସ୍କାସନ ପେକେଜ

Posted by - July 18, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆଜି ଖୋଲିଲା ହିରାକୁଦ ଜଳଭଣ୍ଡାର ର ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ । ହିରାକୁଦ ଜଳଭଣ୍ଡାର ର ଉପରମୁଣ୍ଡରେ ବର୍ଷା ର…

ସମ୍ବଲପୁରରେ ପ୍ରତିବାଦର ସ୍ଵର ରାଣୀ ବଖରୀ କୁ ରେଷ୍ଟୁରାଣ୍ଟ କରିବା ନିଷ୍ପତ୍ତି କୁ ବିରୋଧ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଇତିହାସ ସହ ଖେଲ ଖେଲୁଛନ୍ତି ରାଜ୍ୟ ସରକାର । ଐତିହାସିକ ରାଣୀ ବଖରୀ ପୁନଉଦ୍ଧାର ପରେ ଏବେ ନିମନ୍ତ୍ରଣ ଯୋଜାନାରେ ସାମିଲ ହେବ ।…

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର 

Posted by - October 20, 2021 0
ଯାଜପୁର:ବିଭିନ୍ନ ଦାବୀ ନେଇ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନିରାମୟ,ନିଦାନ ଭଳି ଯୋଜନା ପାଇଁ କାର୍ଯ୍ୟକରୁଛନ୍ତିIଗତ ୧୫ ବର୍ଷ ଧରି ଏହି କର୍ମଚାରୀ ମାନେ କାମ କରିଆସୁଥିଲେ ମଧ୍ୟ ଏମାନଙ୍କର ସମସ୍ୟା ପ୍ରତି ରାଜ୍ୟସରକାର ସଂପୁର୍ଣ୍ଣ ଆଖିବୁଜିଦେଇଛନ୍ତି ।  ଏହି କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ,କୋଭିଡ ପାଇଁ ବିନା ଛୁଟିରେ କାର୍ଯ୍ୟକରୁଥିବାରୁ ପ୍ରତି ୩ ମାସରେ ଥରେ ଅଧିକ ଏକ ମାସର ଆର୍ଥିକ ପୋତ୍ସାହନ ସହିତ ସ୍ଥାୟୀ ନିଯୁକ୍ତି କରିବା ଆଦି ଦାବୀ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ପ୍ରତି ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।

ସମ୍ବଲପୁର ଲୋକ ମୋହତ୍ସବ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

Posted by - November 19, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଜାନୁଆରୀ ୧୩  ରୁ ୪ ଦିନ ଧରି ହେବ ସମ୍ବଲପୁର ଲୋକ ମୋହତ୍ସବ l ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ…

ଫେବୃୟାରୀ ପହିଲାରୁ ଜଗା ଦର୍ଶନ : ଖୋଲିବ ଶ୍ରୀମନ୍ଦିର

Posted by - January 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଗତ ଜାନୁୟାରୀ ୧୦ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା…