ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ଘୋଷଣା କରିବା ପାଇଁ ଧର୍ମଗତ ଏନ୍ ଏ ସି ରେ ଏକ ଜରୁରୀକାଳୀନ ବୈଠକ

33 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଘୋଷଣା କରିବା ପାଇଁ ଧର୍ମଗତ ଏନ୍ ଏ ସି ଠାରେ ନଗର ପାଳ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏନ୍ ଏ ସି ର ୧୪ ଗୋଟି କାଉନସିଲ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ମନିଷା ମିଶ୍ର ଏବଂ ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ । ଉପସ୍ଥିତ ଥିଲେ ଏହି ବୈଠକରେ ଧର୍ମଗତ ଉପଖଣ୍ଡ ଜିଲ୍ଲା ଘୋଷଣା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଏକ ରେଜୁଳେସନ କରାଗଲା । ଏବଂ ସମସ୍ତ କାଉନସିଲ ମାନେ ଏହି ପ୍ରସ୍ତାବ କୁ ସମର୍ଥନ କରି ଥିଲେ ।

Related Post

ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବୀରେ ହରତାଳ

Posted by - March 30, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଂଗ୍ରେସର ଆହ୍ବାନକ୍ରମେ ସର୍ବ ଭାରତୀୟ ସ୍ତରରେ ଦୁଇ ଦିନିଆ ହରତାଳକୁ ସମର୍ଥନ ଜଣାଇ ଅଖିଳ ଭାରତ କିଷାନ ମଜଦୂର…

ବାଳାଶ୍ରମର ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି

Posted by - January 1, 2020 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ )ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି । ଯାଜପୁର ବାଳାଶ୍ରମ…

ଅଖିଳ ମାରବାଡି ଯୁବାମଞ୍ଚ ଭବନ ପାଇଁ ଭୂମି ପୂଜନ

Posted by - April 25, 2022 0
ଧର୍ମଗଡ଼: ଅଖିଳ ଭାରତୀୟ ମାରବାଡି ଯୁବାମଞ୍ଚ ଭବନ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଉତ୍ସବ କୋକସରା ବ୍ଲକ ଲଡୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ମାରବାଡି…

ମ।ଲପଡ଼ା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Posted by - September 18, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା)  ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ସେବା ଆଶ୍ରମ ବିଦ୍ୟାଳୟ କୁ ସାଂସଦ ନିରଞ୍ଜନ ବିଶି ପରିଦର୍ଶନ କରିଥିଲେ ।…

ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର  ସାହୁ) ଯାଜପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥୀ…