ପାଞ୍ଚ ମାସ ହେଲା ଦରମା ପାଇନାହାନ୍ତି ଗ୍ରାମ ରୋଜଗାର ସେବକ

27 0

ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ଗ୍ରାମ ରୋଜଗାର ସେବକ ମାନେ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗହୋଇଛି। ସାତ ଦିନ ମଧ୍ୟରେ ପାଉଣା ନମିଳିଲେ କାର୍ଯ୍ୟବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ରାଉତ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଜୁନ ମାସ ରୁ ଗ୍ରାମ ରୋଜଗାର ସେବକ ମାନଙ୍କୁ ଦରମା ମିଳିନିବା ଅଭିଯୋଗ କରିଥିବା ବେଳେ ସ୍ୱଳ୍ପ ବେତନ ରେ ପରିବାର ପ୍ରତି ପୋଷଣ କରୁଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ମାସ ମାସ ଧରି ପାଉଣା ନମିଳିବା ମାହାତ୍ମ୍ୟ ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସଫଳତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ମାହାତ୍ମ୍ୟ ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗ୍ରାମ ରୋଜଗାର ସେବକ ମାନେ ଶ୍ରମିକ ଙ୍କୁ ନିଯୁକ୍ତି ସହ କରି କର୍ମ ନିଯୁକ୍ତି ଦେଇଥାନ୍ତି। ଏନେଇ ବିଡ଼ିଓ ରାଉତ ଙ୍କୁ ପଚାରିବାରୁ ତୁରନ୍ତ ପାଉଣା ଦେବା ବ୍ୟବସ୍ତା କରାଯିବ ବୋଲି କହିଛନ୍ତି।ଏହି ଅବସରରେ ଗ୍ରାମ ରୋଜଗାର ସଂଘ ସଭାପତି ମୃତ୍ୟୁଞ୍ଜୟ ନନ୍ଦ , ନୀଳମଣି ଜାଲ, ପବିତ୍ର କାଳସାଏ, ବିପିନ ବେହେରା , ସଦାନନ୍ଦ ମାଝୀ, ସରୋଜ ଭୋଇ, ସତ୍ୟ ନାରାୟନ ମେହେର, ହେମନ୍ତ ଭୋଇ, ଦୁର୍ଯ୍ୟୋଧନ ଦଣ୍ଡସେନା ପ୍ରମୁଖ ସମସ୍ତ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ।

Related Post

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କଲେ ଓଡ଼ିଶା ସରକାର

Posted by - January 8, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ତିନି ହଜାର ଟଙ୍କା…

ଓଡ଼ିଶାରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ, ଯାତ୍ରା ଇତିହାସ ଖୋଜା ଚାଲିଛି:- ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ

Posted by - April 2, 2020 6
ଭୁବନେଶ୍ଵର ୦୧।୦୪: ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ…

ଘରକୁ ଫେରିବା ବେଳେ ସିଆରପିଏଫ ଜବାନଙ୍କ ସନ୍ଦେହଜନକ ମୃତ୍ୟୁ

Posted by - October 7, 2021 0
ସୋନପୁର:(ଅଜିତ କୁମାର ପୁଝ।ରି)ଘରକୁ ଫେରିବା ବେଳେ ସିଆରପିଏଫ ଜବାନଙ୍କ ସନ୍ଦେହଜନକ ମୃତ୍ୟୁ ।ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମଝିପଡାର ସିଆରପିଏଫ ଜବାନ ପ୍ରତାପ ନାଏକ ନାଗାଲାଣ୍ଡରୁ ଟ୍ରେନ…

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

Posted by - October 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା…

ପବିତ୍ର ମହାଳୟାରେ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

Posted by - September 18, 2020 0
ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀଙ୍କ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମହାଳୟା ତିଥି ରେ ଧବଳମୁଖୀ ହୋଇଛନ୍ତି । ମାଁ ସମଲେଶ୍ଵରୀ ବର୍ଷ ତମାମ ସିନ୍ଦୂର…