ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ

562 0

ଅନୁଗୋଳ:(ମହେଶ ଭୋମରାଜ)ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଚଢ଼ାଉ କରାଯାଇ ଗଛଗୁଡ଼ିକୁ କାଟିବା ସହ ପୋଡ଼ି ନଷ୍ଟ କରିଦିଆଯାଇଛି।

ଏହି ଚଢ଼ାଉରେ ଛେଣ୍ଡିପଦା ଥାନା ଏସ୍‌ଆଇ ଓ୍ବାସିମ୍‌ ଅବଦୁଲ ଖାନ୍‌ ଏବଂ ଫରେଷ୍ଟର କଳାକାର ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Related Post

ଭୁବନେଶ୍ୱର ବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ Iବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ।ପ୍ରାପ୍ତ ସୂଚନା ଅନୁସାରେ ଭୁନେଶ୍ଵର ସହିଦନଗର ଥାନା ସୈନିକ…

ଖୋର୍ଦ୍ଧା ସହରରୁ ଦୁଇଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଓ ମୋବାଇଲ ଜବତ : ଘଟଣାରେ ଦୁଇଜଣ ଗିରଫ

Posted by - July 10, 2021 0
ଖୋର୍ଦ୍ଧା : (ଶୁଭଲକ୍ଷ୍ମୀ ସାମନ୍ତରା ) ଲକଡାଉନ ସଟ୍‌ଡାଉନର ସୂଯୋଗ ନେଇ ଏବେ ଯୁବବର୍ଗ ଅଳ୍ପ ସମୟରେ ଅଧିକ ରୋଜଗାର ଲୋଭରେ ବିଭିନ୍ନ ପ୍ରକାର ଅନୈତିକ କାରବାରରେ…

ଵେଆଇନ ଗଛ କାଟୁଥିବା ଅଭିଯୋଗ ରେ ୬ ଜଣ ଗିରଫ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ପଡିଆବାହାଳ ବନବିଭାଗ ରେଞ୍ଜ ପକ୍ଷରୁ ଵେଆଇନ ଗଛ କାଟୁଥିବା ଅଭିଯୋଗ ରେ ୬ ଜଣକୁ ଗିରଫ କରି କରାଯାଇଛି କୋଟଚାଳାଣ । ଗିରଫ…

ଦୁଇ କୋଟି ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଲକ୍ଷାଧିକ ଟଙ୍କା ଜବତ

Posted by - October 22, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ବସ୍ତା ଥାନା ପୋଲିସ ସହିତ ଅବକାରୀ ସ୍କ୍ୱାର୍ଡ ଏବଂ ସ୍ଵତନ୍ତ୍ର ଫୋର୍ସ ର ବସ୍ତା ଥାନା ବିଦ୍ୟାଧର ପୁର ବସ୍ତି…

ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାର ପର୍ଦାପାଂଶ

Posted by - April 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାର ପର୍ଦ୍ଧାପାଂଶ ହୋଇଛି । ଉଦ୍ଧାର ହୋଇଥିବା ନରକଙ୍କାଳ…

Leave a comment

Your email address will not be published.